Skip Ribbon Commands
Skip to main content

Internet Explorer 8.0

 

 Internet Explorer 8.0 ରେ ବିଭିନ୍ନ ବୈଶିଷ୍ଟ୍ୟ ରହିଛି ଯାହା ଉପଭୋକ୍ତାଗଣଙ୍କୁ ସହଜ, ଦ୍ରୁତ ଏବଂ ସୁରକ୍ଷିତ ପଥରେ କାର୍ଯ୍ୟ କରିବାକୁ ଦେଇଥାଏ । ସଂସ୍କରଣର ନୂତନ ବୈଶିଷ୍ଟ୍ୟଗୁଡିକ ନିମ୍ନରେ ତାଲିକାଭୁକ୍ତ ହୋଇଛି

 

ଏକ୍ସିଲେଟର୍
 Internet Explorer 8 ରେ ନୂତନ ଏକ୍ସଲେଟର୍‌ଗୁଡିକ ଅନ୍ୟ ୱେବ୍‌ସାଇଟ୍‌ଗୁଡିକକୁ କାର୍ଯ୍ୟ କରିବାକୁ ନେଭିଗେସନ୍ ନକରି ପ୍ରତିଦିନର ବ୍ରାଉଜିଂ ଟାସ୍କଗୁଡିକକୁ ଶୀଘ୍ର ସଞ୍ଚାଳନ କରିବାକୁ Internet Explorer 8 ସହାୟତା କରିଥାଏ । ଉପଭୋକ୍ତାଗଣଙ୍କୁ କେବଳ ଯେକୌଣସି ୱେବ୍‌ପୃଷ୍ଠା ଠାରୁ କେବଳ ପାଠ୍ୟ ହାଇଲାଇଟ୍ କରିବାକୁ ପଡିବ, ଏବଂ ତାପରେ ନୀଳ ଏକ୍ସିଲେଟର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଯାହା ଚାଳନା ଦିଗ ରଖିବାକୁ, ଅନୁବାଦ ଏବଂ ଶଦ୍ଦ ବ୍ୟାଖ୍ୟା, ଅନ୍ୟଙ୍କୁ ଇମେଲ୍ ବିଷୟବସ୍ତୁଗୁଡିକ, ସହଜରେ ସନ୍ଧାନ କରିବା, ଏବଂ ଅଧିକ । ଉଦାହରଣ ସ୍ଵରୁପ, "Bing ର ମାନଚିତ୍ର" ରେ Internet Explorer 8 ରେ ଏକ୍ସଲେଟର୍, ଉପଭୋକ୍ତାଗଣ ପୃଷ୍ଠାରେ ସିଧାସଳଖ ଭାବରେ ଏକ ମାନଚିତ୍ରର ଦର୍ଶନ ଏକ ସ୍ଥାନରେ ପ୍ରାପ୍ତ କରିପାରିବେ । ଉପଭୋକ୍ତାଗଣ ଡାହାଣ-କ୍ଲିକ୍ ମେନ୍ୟୁ‌ରେ ଅଧିକ ବିକଳ୍ପସମୂହ ବିକଳ୍ପ ଚୟନ କରି ଉପଭୋକ୍ତାଗଣ ଅନ୍ୟ ବ୍ୟବହାର ପୂର୍ଣ୍ଣ ଏକ୍ସଲେଟର୍‌ଗୁଡିକକୁ ଆବିଷ୍କାର କରିପାରିବେ । ଉପଭୋକ୍ତାଗଣ ବ୍ରାଉଜର୍‌ ୱିଣ୍ଡୋର ଉପର ଡାହାଣ କୋଣରେ ଉପକରଣସମୂହ ବଟନ୍ ଠାରୁ ଆଡ-ଅନ୍ ପରିଚାଳନାରେ କ୍ଲିକ୍ କରି ଏକ୍ସଲେଟର୍‌ଗୁଡିକକୁ ସହଜରେ ବିଲୋପ, ଅକ୍ଷମ, କିମ୍ଵା ସାମର୍ଥ୍ୟ କରିପାରିବେ । ଉପଭୋକ୍ତାଗଣଙ୍କୁ ପ୍ରାରମ୍ଭିତ କରିବାକୁ Internet Explorer 8 ସଂଖ୍ୟକ ଆବଶ୍ୟକୀୟ ଏକ୍ସଲେଟର୍‌ଗୁଡିକକୁ ଅନ୍ତର୍ଭୁକ୍ତ କରିଥାଏ । ଯେକୌଣସି ୱେବ୍ ପୃଷ୍ଠା ଠାରୁ ପାଠ୍ୟ ହାଇଲାଇଟ୍ କରି, ଏବଂ ତାପରେ ନୀଳ ଏକ୍ସଲେଟର୍ ଆଇକନ୍   ଉପରେ କ୍ଲିକ୍ କରନ୍ତୁ ଯାହା ଉପର ଚୟନରେ ଦୃଶ୍ୟଲବ୍ଧ ହେବ ଯାହା ଦ୍ଵାରା କାର୍ଯ୍ୟ ପୂର୍ବ ଠାରୁ ଦ୍ରୁତ ଭାବରେ ସମ୍ପାଦନ କରିପାରିବେ ।

 

ସନ୍ଧାନ
 ନୂତନ ସନ୍ଧାନ ଦକ୍ଷତାଗୁଡିକ Internet Explorer 8 ର ଉପଯୁକ୍ତ ମାତାମତଗୁଡିକକୁ ପ୍ରଦାନ କରିଥାଏ ଯେତେବେଳେ ଉପଭୋକ୍ତାଗଣ ସନ୍ଧାନ ବାକ୍ସରେ ଶଦ୍ଦଗୁଡିକ ଟାଇପ୍ କରିଥାନ୍ତି ତାହା ସମୟ ସଞ୍ଚୟରେ ସହାୟକ ହୋଇଥାଏ । ସମ୍ପୁର୍ଣ୍ଣ ଶଦ୍ଦ କିମ୍ଵା ଖଣ୍ଡବାକ୍ୟ ପ୍ରକାରକୁ ବିନା ସନ୍ଧନାରେ ତୁରନ୍ତ ଯେକୌଣସି ସମୟରେ ଏକ ମତାମତରେ କ୍ଲିକ୍ କରିପାରିବେ । ଶୀର୍ଷ ସନ୍ଧାନ ପ୍ରଦାନକାରୀଗଣ ଯେପରିକି Bing, Wikipedia, Yahoo!, Amazon, ଏବଂ ଅଧିକଙ୍କ ସହିତ ଭିଜୁଆଲ୍ ମତାମତଗୁଡିକ ବିତରଣ କରିଥାଏ ତାହା ତୁରନ୍ତ ଉପଭୋକ୍ତାଗଣଙ୍କୁ ତୁରନ୍ତ ଉତ୍ତର ଦେବାକୁ Internet Explorer 8 ସହଭାଗୀ ହୋଇଛି ।

 

ବୃଦ୍ଧି ହୋଇଥିବା ସଞ୍ଚାଳନ
 Internet Explorer 8 ଅନ୍ତର୍ଭୁକ୍ତ କରିଛି ଅନେକ ସଞ୍ଚାଳନଗତ ଉନ୍ନତିଗୁଡିକ ଯାହା ଏକ ଦ୍ରୁତ, ଅଧିକ ଦାୟିତ୍ଵପୂର୍ଣ୍ଣ ଭାବରେ ୱେବ୍ ବ୍ରାଉଜିଂ ଅନୁଭୂତି ସେହି କ୍ଷେତ୍ରରେ ଯାହା ପ୍ରାୟତଃ ଆବଶ୍ୟକ ହୋଇଥାଏ ସେଥିରେ ଅନ୍ତର୍ଭୁକ୍ତ କରିଥାଏ । Internet Explorer 8 ଶୀଘ୍ର ଆରମ୍ଭ ହୋଇଥାଏ, ଦ୍ରୁତ ଭାବରେ ପୃଷ୍ଠାଗୁଡିକ ଲୋଡ୍ ହୋଇଥାଏ ଇନ୍‌ଷ୍ଟାଣ୍ଟ ଭାବରେ ଉପଭୋକ୍ତାଗଣ ଆବଶ୍ୟକ କରୁଥିବାକୁ ପାର୍ଶ୍ଵର ଏକ ଶକ୍ତିଶାଳୀ ନୂତନ ଟ୍ୟାବ୍ ପୃଷ୍ଠା ବ୍ୟବହାର କରି କରିପାରିବେ । ଏଥି ସହିତ, ସ୍କ୍ରିପ୍ଟ ଇଞ୍ଜିନ୍ Internet Explorer 8 ର ପୂର୍ବବର୍ତ୍ତୀ ସଂସ୍କରଣ ଠାରୁ ବହୁତ ଦ୍ରୁତ ଅଟେ, JavaScript  କିମ୍ଵା ଏସିଂକ୍ରୋନେସ୍ JavaScript ଏବଂ XML (AJAX) ରେ ଆଧାରିତ ୱେବ୍‌ପୃଷ୍ଠାଗୁଡିକ ପାଇଁ ଲୋଡ୍ ସମୟ କମ୍ କରାଇଥାଏ ।

 

ସ୍ମାର୍ଟ୍ ଠିକଣା ଦଣ୍ଡିକା
 ନୂତନ ଠିକନା ଦଣ୍ଡିକାରେ ଅଳ୍ପ କିଛି ବର୍ଣ୍ଣଗୁଡିକୁ ଟାଇପ୍ କରନ୍ତୁ ଏବଂ Internet Explorer 8 ସ୍ଵତଃସ୍ପୃତ ଭାବରେ ଉପଭୋକ୍ତାଗଣଙ୍କ ଏଣ୍ଟ୍ରିରେ ଆଧାରିତରେ ପୂର୍ବରୁ ଭ୍ରମଣ କରିଥିବାକୁ ମନେପକାଇଥାଏ । ଏହା ଇତିବୃତି, ପସନ୍ଦିତା, ଏବଂ RSS ଫିଡ୍‌ଗୁଡିକରେ ସନ୍ଧାନ କରିଥାଏ, ୱେବ୍‌ସାଇଟ୍ ଠିକଣା କିମ୍ଵା URL  ର ଯେକୌଣସି ଅଂଶ ଠାରୁ ମେଲକକୁ ପ୍ରଦର୍ଶିତ କରାଇଥାଏ । ଯେପରି ଉପଭୋକ୍ତା ତାଇପ୍ କରିଥାନ୍ତି, ମିଶ୍ରୀତ ବର୍ଣ୍ଣଗୁଡିକ ନୀଳରେ ହାଇଲାଇଟ୍ ହୋଇଥାଏ ଯାହା ଦ୍ଵାରା ଉପଭୋକ୍ତାଗଣ ସେଗୁଡିକୁ ଚିହ୍ନଟ କରିଥାନ୍ତି । ଏଥି ସହିତ, ଉପଭୋକ୍ତାଗଣ ଲାଲ୍ X ରେ କ୍ଲିକ୍ କରି ଡ୍ରପ-ଡାଉନ୍ ବାକ୍ସର ଯେକୌଣସି ଠିକଣା ବିଲୋପ କରିପାରିବେ । ଏହା ସ୍ଵତନ୍ତ୍ର ଭାବରେ ଭୁଲ୍ ବନାମ URL ଗୁଡିକର ରିଡ୍ ପ୍ରାପ୍ତ କରିବାରେ ବ୍ୟବହାର ପୂର୍ଣ୍ଣ ହୋଇଥାଏ ।

ସହମତ ଦର୍ଶନ 


 Internet Explorer 8 ହେଉଛି ଏକ ନୂତନ ଉନ୍ମୋଚନ ଏବଂ କିଛି ୱେବ୍‌ସାଇଟ୍‌‌ଗୁଡିକ ନୂତନ ବ୍ରାଉଜର୍ ପାଇଁ ପ୍ରସ୍ତୁତ ହୋଇନଥାଇ ପାରନ୍ତି । ସହମତ ଦର୍ଶନ ଉପକରଣ ଦଣ୍ଡିକା ବଟନ୍ କ୍ଲିକ୍ କରନ୍ତୁ ଯାହା ଦ୍ଵାରା ୱେବ୍‌ସାଇଟ୍ Internet Explorer 7 ରେ ଦୃଶ୍ୟଲବ୍ଧ ହେଉଥିବା ପରି ଦୃଶ୍ୟଲବ୍ଧ ହେବ, ଯାହା ପ୍ରଦର୍ଶନ ଅସୁବିଧାଗୁଡିକକୁ ସଠିକ୍ କରିଥାଏ ଯେପରି କି ଭୂଲ୍ ବନାନ ପାଠ୍ୟ, ପ୍ରତିଛବି, କିମ୍ଵା ପାଠ୍ୟ ବାକ୍ସଗୁଡିକ ଅସୁବିଧା କରିଥାଏ । ଏହି ବିକଳ୍ପ ଏକ ସାଇଟ୍ ଆଧାରରେ ଅଟେ ଏବଂ ସମସ୍ତ ଅନ୍ୟ ସାଇଟ୍‌ଗୁଡିକ Internet Explorer 8 କାର୍ଯ୍ୟକଳାପ ସହିତ ପ୍ରଦର୍ଶନ କରିବାକୁ ଜାରି ରଖିବ । ଯେତେବେଳେ ଉପଭୋକ୍ତା ଏକ ସାଇଟ୍‌ରେ ଦର୍ଶନ ବଟନ୍‌ରେ ଯେତେବେଳେ ଉପଭୋକ୍ତା କ୍ଲିକ୍ କରିବେ, ଉପଭୋକ୍ତାଗଣ ତାହା କରିବାକୁ ପୁଣି ଆବଶ୍ୟକ କରନ୍ତି ନାହିଁ ଯେପରି କି ପରବର୍ତ୍ତୀ ସମୟରେ ଉପଭୋକ୍ତାଗଣ ସେହି ସାଇଟ୍ ଭ୍ରମଣ କରିବେ ବ୍ରାଉଜର୍ ତାହାକୁ ସହମତ ମୋଡ୍‌ରେ ଦେଖାଇବ ।
 
ବିସ୍ତୃତ ଟ୍ୟାବ୍ ହୋଇଥିବା ବ୍ରାଉଜିଂ
 Internet Explorer 8 ଟ୍ୟାବ୍ ଗୋଷ୍ଠୀସମୂହ ଉନ୍ମୋଚନ କରିଛି, ଯାହା ଟ୍ୟାବ୍ ହୋଇଥିବା ବ୍ରୌଜିଂ ସହଜ କରିଥାଏ । ଯେତେବେଳେ ଏକ ଟ୍ୟାବ୍ ଅନ୍ୟ ଠାରୁ ଖୋଲିବ, ନୂତନ ଟ୍ୟାବ୍ ଆୟୋଜିତ ହୋଇଥିବା ଟ୍ୟାବ୍‌ର ପରବର୍ତ୍ତୀକୁ ସ୍ଥାନିତ ହେବ ଏବଂ କୋଡ୍‌ଗୁଡିକ ରଙ୍ଗ ହେବ, ଯାହା ଦ୍ଵାରା କି ଉପଭୋକ୍ତ ଶୀଘ୍ର ଭାବରେ ଦେଖିବେ କେଉଁ ଟ୍ୟାବ୍‌‌‌ରେ ସମ୍ଵନ୍ଧିତ ବିଷୟବସ୍ତୁ ରହିଛି । ଯଦି ଉପଭୋକ୍ତାଗଣ ଏକ ଟ୍ୟାବ୍ ବନ୍ଦ କରିବେ ଯାହା ଏକ ଗୋଷ୍ଠୀର ଅଂଶ ଅଟେ, ଅନ୍ୟ ଟ୍ୟାବ୍ ଠାରୁ ସମନ ଗୋଷ୍ଠୀ ପ୍ରଦର୍ଶିତ ହେବ, ଉପଭୋକ୍ତା ସାମର୍ଥ୍ୟ କରି ବର୍ତ୍ତମାନ ଟାସ୍କ ବ୍ୟତିତ ପାଠରେ ଅଚାନକ ଭାବରେ ଏକ ଅନ ସମ୍ଵନ୍ଧିତ ସାଇଟ୍ ରେ ଦେଖି ରହିବ ନାହିଁ । ଯେକୌଣସି ଟ୍ୟାବ୍‌ରେ ଡାହାଣ-କ୍ଲିକ୍ କରି, ଉପଭୋକ୍ତାଗଣ ଟ୍ୟାବ୍ ବନ୍ଦ କରିପାରିବେ, ଟ୍ୟାବ୍ ଗୋଷ୍ଠୀ ବନ୍ଦ କରନ୍ତୁ, କିମ୍ଵା ଏକ ଗୋଷ୍ଠୀ ଠାରୁ ଟ୍ୟାବ୍ ଅପସାରଣ କରନ୍ତୁ । ସମାନ ମେନ୍ୟୁ ଠାରୁ, ଉପଭୋକ୍ତା ଏକ କିମ୍ଵା ସମସ୍ତ ଟ୍ୟାବ୍‌ଗୁଡିକକୁ ସତେଜ କରିପାରିବେ, ଏକ ନୂତନ ଟ୍ୟାବ୍ ଖୋଲିପାରିବେ, ଶେଷରେ ବନ୍ଦ ହୋଇଥିବା ଟ୍ୟାବ୍ ପୁନଃଖୋଲି ପାରିବେ, କିମ୍ଵା ବର୍ତ୍ତମାନ ବନ୍ଦ ହୋଇଥିବା ସମସ୍ତର ଏକ ତାଲିକା ଦେଖି ପାରିବେ ଏବଂ ଯେକୌଣସିକୁ ପୁନଃ ଖୋଲିପାରିବେ କିମ୍ଵା ସମସ୍ତକୁ ଖୋଲି ପାରିବେ ।

 

This site uses Unicode and Open Type fonts for Indic Languages. Powered by Microsoft SharePoint 2013.
©2016 Microsoft Corporation. All rights reserved.