Skip Ribbon Commands
Skip to main content

http://www.windowsmedia.com


Windowsmedia.com ହେଉଛି ଏକ ପୋର୍ଟାଲ୍ ଯାହା Windows  ଫର୍ମାଟ୍ ବ୍ୟବହାର କରି ଅନ୍‌ଲାଇନ୍ ମିଡିଆ ଷ୍ଟ୍ରିମିଂ ପାଇଁ । ଏହା ପ୍ରଦାନ କରୁଛି ସଙ୍ଗୀତ, ଭିଡିଓ, ଚଳଚ୍ଚିତ୍ର, ଟିଭି, ଗେମ୍, ଇଣ୍ଟର୍ନେଟ୍ ରେଡିଓ ଏବଂ ଅଧିକ କିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ, ଏହ ମିଶ୍ରିତ କରୁଛି ବୈଶିଷ୍ଟ୍ୟକୁ ଯେପରି କି Windows ମିଡିଆ ସେଣ୍ଟର୍, Windows ମିଡିଆ ପ୍ଲେୟାର୍, Windows ମିଡିଆ ଏନ୍‌କୋଡର୍ ଏବଂ ସବାସମୂହ କିଛି ବିସ୍ତୃତ କରିବାକୁ ।


ସଙ୍ଗୀତ ପ୍ରେମୀଙ୍କ ପାଇଁ ଅନେକ ସୁଯୋଗ ରହିଛି । ଏହା ଆପଣଙ୍କୁ ପ୍ରଦାନ କରେ ଏହି ମାସର କଳାକାର ଏବଂ ଇଣ୍ଡଷ୍ଟ୍ରିରେ ନୂତନ ଏବଂ ଉତ୍ତମ କରୁଥିବାଙ୍କୁ ଜାଣିବା ପାଇଁ । ଯଦି ଆପଣଙ୍କ ଅଫ-ବିଟ୍ ସ୍ଵାଦ ରହିଛି – ଆପଣ କିଛି ଶାନ୍ତ ଦେଶ, ନୃତ୍ୟ ଏବଂ ପପ୍ ସଙ୍ଗୀତ ଖୋଜିପାରିବେ । ସାପ୍ତାହିକ ଶେଷ ଦିନରେ ଯେତେବେଳେ ଆପଣ ଚିଲ୍ ଆଉଟ୍ ହେବାକୁ ଚାହିଁବେ, ଏଠାରେ ହିପ୍ ହପ୍ ଏବଂ ରକ୍ ଏବଂ ଅଲ୍ଟ ବିଭାଗ ରହିଛି – ଯେଉଁଠାରେ ଆପଣ ସନ୍ଧାନ କରିପାରିବେ ସଙ୍ଗୀତ ଉକ୍ତ ଉତ୍ସବ ପାଇଁ । ସବୁଠାରୁ ଉତ୍ତମ ହେଉଛି ଆପଣ ସଙ୍ଗୀତ ମାଗଣାରେ ଡାଉନ୍‌ଲୋଡ୍ କରିପାରିବେ ।


ଚଳଚ୍ଚିତ୍ର ବଫ୍ ସୂଚନା ସନ୍ଧାନ କରିପାରିବ କଣ ବକ୍ସ ଅଫିସ୍‌ରେ ଶୀର୍ଷରେ ରହିଛି, ଆଗମନ ଚଳଚ୍ଚିତ୍ରସମୂହ ଏବଂ DVD ଗୁଡିକ ଯାହା ଶେର୍ଷରେ ରହିଛି ।

ଆପଣ ଜଣେ ଟେଲିଭିଜନ୍ ବ୍ୟକ୍ତି ଏବଂ ଆପଣ ଆପଣଙ୍କର ପସନ୍ଦିତା ଧାରାବାହିକର ସମୟ ସାରଣୀ ଜାଣିବାକୁ ଚାହୁଁଛନ୍ତି, TV ବିଭାଗରେ ବ୍ରାଉଜ୍ କରନ୍ତୁ ।

ଗେମ୍, ଅଣ-ଇଂରାଜୀ ସ୍ପିକର୍‌ଗଣ ଏବଂ ଇଣ୍ଟର୍ନେଟ୍ ରେଡିଓ ପ୍ରେମୀ ପାଇ ପାରିବେ ବିଭିନ୍ନ ପ୍ରକାରର ଗେମ୍, ଏବଂ ଚ୍ୟାନେ‌ଗୁଡିକ ଏବଂ ଅନେକ ପ୍ରକାର କୌତୁକ ।

This site uses Unicode and Open Type fonts for Indic Languages. Powered by Microsoft SharePoint
©2017 Microsoft Corporation. All rights reserved.