Skip Ribbon Commands
Skip to main content

ଅଫିସ୍ ପାଇଁ ଭିଜୁଆଲ୍ ଷ୍ଟୁଡିଓ

 

Microsoft Office ବ୍ୟବହାରକରି ସାମାଧାନ ପାଇଁ ଅଗ୍ରିଣ ଭାବରେ, ଆପଣ Microsoft Office ଉପଭୋକ୍ତା ଇଣ୍ଟରଫେସ୍`ର ଉପକାର ନେଇପାରିବେ ଏବଂ ଉପକରଣସମୂହ ଯେପରି କି ୱାର୍ଡ୍ ପ୍ରୋସେସିଂ ବୈଶିଷ୍ଟ୍ୟ ରହିଛି ୱାର୍ଡ୍‌ରେ, Excel  ର ଡାଟା ଏନାଲିସିସ୍ ବୈଶିଷ୍ଟ୍ୟ, ଏବଂ Outlook  ର ଇ-ମେଲ୍ ପରିଚାଳନା ବୈଶିଷ୍ଟ୍ୟ । ଆପଣ ଅଫିସ୍ ଆପ୍ଲିକେସନ୍ କଷ୍ଟମାଇଜ୍ କରିବାକୁ Visual Studio ରେ ସମାଧାନ ଡେଭଲପ୍ କରିପାରିବେ ଏବଂ ଆପଣଙ୍କର ବ୍ୟବସାୟ ଉଦ୍ଦେଶ୍ୟଗୁଡିକ ପାଇଁ ଆପଣ ଆବଶ୍ୟକ କରୁଥିବା ନିର୍ଦ୍ଧିଷ୍ଟ ବୈଶିଷ୍ଟ୍ୟଗୁଡିକକୁ ଯୋଡିପାରିବେ । ଉଦାହରଣ ସ୍ଵରୁପ, ଆପଣ ୱାର୍ଡ୍‌କୁ ଏକ କଣ୍ଟ୍ରାକ୍ଟ ଜେନେରେଟର୍ ଭାବରେ ଟର୍ନ୍ କରିପାରିବେ ଯାହା କଣ୍ଟ୍ରାକ୍ଟଗୁଡିକକୁ ଗଠନ କରିଥାଏ ପୂର୍ବ-ବିଦ୍ୟମାନ ଅଂଶଗୁଡିକ ବ୍ୟତିତ ଯାହା ସମ୍ପାଦନ ଯୋଗ୍ୟ କିମ୍ଵା ଅଣସମ୍ପାଦନ ପ୍ରସ୍ତୁତ କରାଯାଇପାରିବ । Excel ସହିତ, ଆପଣ ବିଭିନ୍ନ ପ୍ରୋଜେକ୍ଟଗୁଡିକ ପାଇଁ ଏକ ସ୍ଵଯଂଅପ୍ରସ୍ତୁତ ବଜେଟ୍ ୱାର୍କ୍‌ସିଟ୍ କଷ୍ଟୋମାଇଜ୍ ପ୍ରସ୍ତୁତ କରିପାରିବେ । ଆପଣଙ୍କର ଉପଭୋକ୍ତାଗଣ Office ସଲ୍ୟୁସନ୍ ଅଫ୍‌ଲାଇନ୍ ଭାବରେ କରିପାରିବେ, ଯାହା କମ୍ପ୍ଲେକ୍ସ ସଲ୍ୟୁସନ୍ ପ୍ରସ୍ତୁତ କରାଇବ ସେମାନେ କରିପାରିବା ଠାରୁ ଅଧିକ ପ୍ରାକ୍ଟିକାଲ୍ ଭାବରେ ଯଦି ଆପଣ ବ୍ୟବହାର କରିବେ ଏକ ୱେବ-ଆଧାରିତ ଆରକେଟକଚର୍ ।

 

ଡକ୍ୟୁମେଣ୍ଟ-ଲେବଲ୍ କଷ୍ଟୋମାଇଜେସନ୍ ଏକ ଗଠିତ ଯାହା ଏକ ଏକକ ଡକ୍ୟୁମେଣ୍ଟ, ୱାର୍କ୍‌ବୁକ୍, କିମ୍ଵା ଟେମ୍ପଲେଟ୍ Microsoft Office Word କିମ୍ଵା  Microsoft Office Excel ସହଭାଗୀ ଅଟେ । ଏସେମ୍ଵଲୀ ଲୋଡ୍ ହେବ ଯେତେବେଳେ ସହଭାଗୀ ଡକ୍ୟୁମେଣ୍ଟ ଖୋଲିବ । କଷ୍ଟୋମାଇଜେସନ୍‌ରେ ବୈଶିଷ୍ଟ୍ୟସମୂହ ଯାହା ଆପଣ ସୃଷ୍ଟି କରିଛନ୍ତି ତାହା ଉପଲବ୍ଧ କେବଳ ଯେତେବେଳେ ସହଭାଗୀ ଡକ୍ୟୁମେଣ୍ଟ ଖୋଲାଥିବ । କଷ୍ଟୋମାଇଜେସନ୍ ଆପ୍ଲିକେସନ-ବିସ୍ତୃତ ପରିବର୍ତ୍ତନସମୂହ ପ୍ରସ୍ତୁତ କରିପାରିବ ନାହିଁ, ଯେପରି କି ଏକ ନୂତନ ମେନ୍ୟୁ ଆଇଟମ୍ କିମ୍ମ୍ଵା ରିବନ୍ ଟ୍ୟାବ୍ ପ୍ରଦର୍ଶନ କରିବ ଯେତେବେଳେ ଯେକୌଣସି ଡକ୍ୟୁମେଣ୍ଟ ଖୋଲାଥିବ ।

 

ଭିଜୁଆଲ୍ ଷ୍ଟୁଡିଓ ଅନ୍ତର୍ଭୁକ୍ତ କରେ ଉପକରଣସମୂହ ଆପଣଙ୍କୁ ସହାୟତା କରିବାକୁ ଡକ୍ୟୁମେଣ୍ଟ-ସ୍ତର କଷ୍ଟୋମାଇଜେସନ୍ । ଡକ୍ୟୁମେଣ୍ଟ ଯାହା ଆପଣ କଷ୍ଟୋମାଇଜ୍ କରିଛନ୍ତି ତାହା ଆୟୋଜିତ ହୋଇଛି ଭିଜୁଆଲ୍ ଷ୍ଟୁଡିଓ‌ରେ ଏକ ଡିଜାଇନ୍ ସରଫେସ୍ ଭାବରେ, ଯାହା ଆପଣଙ୍କୁ ସାମର୍ଥ୍ୟ କରିଛି ଡକ୍ୟୁମେଣ୍ଟ ଡିଜାଇନ୍ କରିବାକୁ ଏଥିରେ ନିୟନ୍ତ୍ରଣଗୁଡିକ ଡ୍ରାଗିଂ ଏବଂ ଡ୍ରପିଂ ଦ୍ଵାରା । ଅନେକ ଅନ୍ୟ ଭିଜୁଆଲ୍ ଷ୍ଟୁଡିଓ ବୈଶିଷ୍ଟ୍ୟସମୂହ ଉପଲବ୍ଧ ରହିଛି ଡକ୍ୟୁମେଣ୍ଟ-ଲେବଲ୍ ପ୍ରୋଜେକ୍ଟଗୁଡିକରେ, ଯେପରି କି Windows ଫର୍ମସ୍ ନିୟନ୍ତ୍ରଣ, ଡ୍ରାଗ-ଏବଂ-ଡ୍ରପ୍ ଡାଟା ବାଇଣ୍ଡିଂ, ଏବଂ ଏକ ଇଣ୍ଟିଗ୍ରେଟେଡ୍ ଡିବଗର୍ ।

 

ଆପ୍ଲିକେସନ୍-ସ୍ତର ଆଡ-ଇନ୍‌ଗୁଡିକ ଏକ ଏସେମ୍ଵଲୀର ମିଶ୍ରଣ ଯାହା ସହଭାଗୀ ହୋଇଛି ଏକ Microsoft Office ଆପ୍ଲିକେସନ୍ ସହିତ । ଗୁରୁତ୍ଵପୂର୍ଣ୍ଣ ଭାବରେ, ଆଡ-ଇନ୍ ଚାଲେ ଯେତେବେଳେ ସହଭାଗୀ ଆପ୍ଲିକେସନ୍ ଆରମ୍ଭ ହେବ, ଯଦିଓ ଉପଭୋକ୍ତା ମଧ୍ୟ ଆଡ-ଇନ୍ ଲୋଡ୍ କରିପାରିବେ ଆପ୍ଲିକେସନ୍ ପୂର୍ବରୁ ଚାଲିବା ପରେ । ଆଡ-ଇନ୍ସର ବୈଶିଷ୍ଟ୍ୟଗୁଡିକ ଯାହା ଆପଣ ସୃଷ୍ଟି କରିଛନ୍ତି ଆପ୍ଲିକେସନ୍‌ରେ ଉପଲବ୍ଧ, ଅନ୍ୟଥା ଡକ୍ୟୁମେଣ୍ଟ ଯାହା ଖୋଲା ରହିଛି ।

 

ଭିଜ୍ୟୁଆଲ୍ ଷ୍ଟୁଡିଓ ଅନ୍ତର୍ଭୁକ୍ତ କରେ ଉପକରଣସମୂହ ଆପଣଙ୍କୁ ସହାୟତା କରିବାକୁ ଆଡ-ଇନ୍ସ ସୃଷ୍ଟି କରିବା ପାଇଁ । ଆଡ-ଇନ୍ ପ୍ରୋଜେକ୍ଟଗୁଡିକ ଅନ୍ତର୍ଭୁକ୍ତ କରେ ଏକ ସ୍ଵତଃସ୍ପୃତ ଆୟୋଜିତ ଶ୍ରେଣୀ ଯାହା ଆଡ-ଇନ୍ସ ଉପସ୍ଥାପିତ କରାଏ । ଏହି ଶ୍ରେଣୀ ପ୍ରଦାନକରେ ଗୁଣଧର୍ମସମୂହ ଏବଂ ଘଟଣାସମୂହ ଯାହା ଆପଣ ଆୟୋଜିତ ଆପ୍ଲିକେସନ୍‌ର ଅବଜେକ୍ଟ ମୋଡେଲ୍‌କୁ ପ୍ରବେଶ କରିବାକୁ ବ୍ୟବହାର କରିବେ ଏବଂ କୋଡ୍ ଚଳାଇ ପାରିବେ ଯେତେବେଳେ ଆଡ-ଇନ୍ ଲୋଡ୍ ହେବ ଏବଂ ସଟ୍ ଡାଉନ୍ ହେବ ।

 

ଆପଣ ପ୍ରୋଗ୍ରାମାଟିକାଲୀ ଇନ୍‌କର୍ପୋରେଟ୍ କରିବେ ବୈଶିଷ୍ଟ୍ୟ ସମୂହ ଏକ Office ଆପ୍ଲିକେସନ୍ ଆପଣଙ୍କର ସମାଧାନକୁ କୋଡ୍ ଲେଖି ଯାହା ପ୍ରବେଶ କରିବ ଆପ୍ଲିକେସନ୍ ଅବଜେକ୍ଟ ମୋଡେଲ୍ । ଅବଜେକ୍ଟ ମୋଡେଲ୍‌ଗୁଡିକ ଶ୍ରେଣୀଗୁଡିକର ଆୟୋଜନ ଯାହା ବାଖ୍ୟା କରେ କାର୍ଯ୍ୟକଳାପ ବିଭିନ୍ନ ଉଦ୍ଦେଶ୍ୟ ଏବଂ ପଦ୍ଧତିଗୁଡିକ ମାଧ୍ୟମରେ । ଅବଜେକ୍ଟ ମୋଡେଲ୍ ପ୍ରତ୍ୟେକ Office ଆପ୍ଲିକେସନ୍ ପାଇଁ ଭିନ୍ନ ଅଟେ ।

 

ଏକ ଭିଜୁଆଲ୍ ଷ୍ଟୁଡିଓ‌ରେ Office  ଡେଭଲୋପମେଣ୍ଟ ଉପକରଣସମୂହ ବ୍ୟବହାର କରି ଏକ ସମାଧାନ ସୃଷ୍ଟି କରିବା ଠାରୁ ଏକ Office  ଆପ୍ଲିକେସନ୍ ବ୍ୟବହାର କରିବାକୁ, ଆପଣ ନିଶ୍ଚିତ ଭାବରେ ବ୍ୟବହାର କରିବେ ପ୍ରାଇମେରୀ ଇଣ୍ଟରୋପ୍ ଆସେମ୍ଵଲୀ (PIA) ଆପ୍ଲିକେସନ୍ ପାଇଁ । PIA ସାମର୍ଥ୍ୟ କରୁଛି ଆପଣଙ୍କର ସଲ୍ୟୁସନ୍‌ରେ ପରିଚାଳିତ କୋଡ୍ Office  ଆପ୍ଲିକେସନ’ର COM-ଆଧାରିତ ଅବଜେକ୍ଟ ମୋଡେଲ୍ ସହିତ ପରିଚିତ କରିବାକୁ ।

 

ଏକ Office  ସଲ୍ୟୁସନ୍ ନିର୍ମାଣ ଏବଂ ଡେଭଲପ୍ କରିବାକୁ, ଆପଣ ନିଶ୍ଚିତ ଭାବରେ Office PIAs ସଂସ୍ଥାପିତ ହୋଇଥିବା ଆବଶ୍ୟକ ଆପଣଙ୍କର ଡେଭଲପମେଣ୍ଟ କମ୍ପ୍ୟୁଟର ଠାରେ । PIAs ନିଶ୍ଚିତ ଭାବରେ ମଧ୍ୟ ସଂସ୍ଥାପିତ ହୋଇଥିବା ଆବଶ୍ୟକ ଅନ୍ୟ-କମ୍ପ୍ୟୁଟର ବ୍ୟବହାରକାରୀଙ୍କର ଠାରେ Office ସଲ୍ୟୁସନ୍ ଚାଳନ କରିବାକୁ ଯାହା ଧାର୍ଯ୍ୟ କରେ.NET Framework 3.5. ଯଦିଓ, Office PIAs ଆବଶ୍ୟକ ନାହିଁ ଅନ୍ୟ ଉପଭୋକ୍ତାଙ୍କର କମ୍ପ୍ୟୁଟର ଠାରେ Office ସଲ୍ୟୁସନ୍ ଚଳାଇବାକୁ ଯାହା ଲକ୍ଷ୍ୟ କରିଥାଏ.NET Framework 4 ।

 

This site uses Unicode and Open Type fonts for Indic Languages. Powered by Microsoft SharePoint
©2017 Microsoft Corporation. All rights reserved.