Skip Ribbon Commands
Skip to main content

 

Visual Studio ରେ ଟୁଇଟର୍

 

       Visual Studio ଟୁଇଟର୍ ହେଉଛି ଇନ୍‌ଷ୍ଟାଣ୍ଟ ଅଦ୍ୟତନର ଏକ ରିଚ୍ ଉତ୍ସ । ଏହା ଅତ୍ୟନ୍ତ ବିସ୍ତୃତ ପ୍ରକାରର ବିଷୟଗୁଡିକକୁ ଅତ୍ୟତିତ ରହିବରେ ସହଜ ଅଟେ । ଏହା Visual studio ସମ୍ପ୍ରଦାୟକୁ ସହାୟତା କରିଥାଏ ଅସୁବିଧାଗୁଡିକକୁ ନିୟନ୍ତ୍ରଣ କରିବାରେ ଏବଂ ଅସୁବିଧାଗୁଡିକର ଉପଯୁକ୍ତ ସମାଧାନ । ଏହା ଟେକ୍‌ନିକାଲ୍ ଦୃଷ୍ଟି କୋଣରୁ ଅନେକ ପ୍ରବନ୍ଧଗୁଡିକ ରହିଛି ଏବଂ ମଧ୍ୟ ଅନ୍‌ଲାଇନ୍ ତାଲିମ୍‌ ପ୍ରୋଗ୍ରାମ୍ ଏବଂ ଆୟୋଜିତ କର୍ମଶାଳାଗୁଡିକ ସମ୍ଵନ୍ଧରେ ମଧ୍ୟ ଏକ ତାଲିକା ରହିଛି । ଏହା ମଧ୍ୟ ଭିଜୁଆଲ୍ ଷ୍ଟୁଡିଓ ଏବଂ ଉତ୍ସ ସୁରକ୍ଷିତ 2010 ର ଅନେକ ଭିଡିଓଗୁଡିକ ରହିଛି ।


ଏହି ଭିଡିଓ ଫର୍ମାଟ୍‌ର ପ୍ରାୟତଃ ପ୍ରବନ୍ଧଗୁଡିକ ଭିଡିଓ ସ୍ଵରୁପରେ ରହିଛି ଯାହା ସହଜରେ ଅନେକ ଭଷା ସମ୍ପ୍ରଦାୟକୁ ସମର୍ଥନ କରୁଛି । ଏଥିରେ ଭିଡିଓ ଟ୍ୟୁଟୋରିଲା ସମ୍ବନ୍ଧିତ ରହିଛି windows ଆଜୁରେ ଉପକରଣଗୁଡିକ ଭିଜୁଆଲ୍ ଷ୍ଟୁଡିଓ ପାଇଁ ଏବଂ Visual studio 2010 ରେ ପରୀକ୍ଷା ପାଇଁ ।


http://twitter.com/#!/VisualStudio

 

Windows ଆଜୁରେ ଉପକରଣଗୁଡିକ ଭିଜୁଆଲ୍ ଷ୍ଟୁଡିଓ ପାଇଁ ଆପଣଙ୍କର ପରିଚିତ Visual Studio ଅନୁଭୁତିକୁ ଅକତ୍ର କରିଥାଏ । କ୍ଲାଉଡ୍ ପ୍ରୋଜେକ୍ଟ୍ ଉପକରଣଗୁଡିକ ଅତ୍ୟନ୍ତ ଫ୍ଲେକ୍ସିବୁଲ୍ ଅଟେ । ଆପଣ ସହଜରେ ରୋଲ୍ ଯୋଡିପାରିବେ, କ୍ଲାଉଡ୍ ପ୍ରୋଜେକ୍ଟ୍‌ଗୁଡିକକୁ ବିଦ୍ୟମାନ ପ୍ରୋଜେକ୍ଟଗୁଡିକକୁ ଟ୍ରନ୍ କରିପାରିବେ, ଏବଂ ଅନେକ କିଛି ।

 

ଏହା ଏକ MIX 2011 ନାମିତ ଘଟଣା ରହିଛି ଯାହା ଡେଭଲପର, ଡିଜାଇନର, UX ବିଶେଷଜ୍ଞ ଏବଂ ବ୍ୟବସାୟ ପ୍ରଫେସନାଲ୍‌ଗଣ ସର୍ବାଧିକ ନୂତନ ଏବଂ ପୋର୍ଟେବୁଲ୍ ଗ୍ରାହାକଙ୍କ ସାଇଟ୍ ୱେବ୍‌ରେ ଏକତ୍ର ଅଟେ । ଟେକ୍‌ନିକାଲ୍ ଠାରୁ ସିଜନ୍ ପରିସର, କୋଡ୍-ଆଧାରିତ ବିଷୟଗୁଡିକ ବିଷୟବସ୍ତୁ ପଦ୍ଧତିରେ ବିଶେଷଜ୍ଞ ଉପଦେଶ, ବ୍ୟବହାରତା ଏବଂ ଡିଜାଇନ୍ ଅଟେ ।

 

ଏହା ମଧ୍ୟ ଟିମ୍ ଫାଉଣ୍ଡେସନ୍ ସର୍ଭର୍ 2010 (TFS) ରେ ପ୍ରବନ୍ଧ ରହିଛି ଡେଭଲପମେଣ୍ଟ ଦଳଗୁଡିକ ଲଗାତାର ଭାବରେ କମ୍‌ରେ ଅଧିକ କିଛି କରିବାକୁ ଦେଖୁଛନ୍ତି । ପ୍ରୋଜେକ୍ଟ ମ୍ୟାନେଜର୍‌ଗଣ, କ୍ଵାଲିଟୀ ଅସ୍ୟୁରେନ୍ସ ଏବଂ ଉପର ପରିଚାଳନା ଅଧିକ ଯୋଜନା, କୋଲାବ୍ରେସନ୍ ଏବଂ ଯୋଗାଯୋଗ ଆବଶ୍ୟକ କରୁଛନ୍ତି ଡେଭଲପ୍‌ମେଣ୍ଟ ଟିମ୍ ଠାରୁ । TFS ପ୍ରଦାନ କରୁଛି ଏକ ଇଣ୍ଟିଗ୍ରେଟେଡ୍ ଆପ୍ଲିକେସନ୍ ଲାଇଫ୍‌ସାଇକେଲ୍ ମ୍ୟାନେଜ୍‌ମ୍ୟାଣ୍ଟ ଉପକରଣ ଯାହା ଡେଭଲପ୍‌ଗଣଙ୍କୁ ଅନୁମତି କରୁଛି ଆପ୍ଲିକେସନ୍ ଲାଇଫ୍‌ସାଇକେଲ୍‌ରେ ସମସ୍ତ ଭୂମିକାଗୁଡିକ ସହିତ ପରିଚିତ ହେବାକୁ ଏକ ଉପକରଣ ଠାରୁ ଅନ୍ୟକୁ ସୁଇଚ୍ କରିବା ଆବଶ୍ୟକ ନକରି । TFS ସହିତ ଡେଭଲପର୍‌ଗଣ ବୁଝିପାରିବେ ଆବଶ୍ୟକତାଗୁଡିକ, ସଂସ୍କରଣ ନିୟନ୍ତ୍ରଣ ଉତ୍ସ କୋଡ, ଏବଂ ସ୍ଵତଃସ୍ପୃତ ବିଲ୍ଡଗୁଡିକ ଏବଂ ନିୟୋଗଗୁଡିକ । ବିତରିତ ଏବଂ କ୍ରସ-ଫଙ୍କସନାଲ୍ ଦଳଗୁଡିକ ଅଧିକ ଗୁରୁତ୍ଵପୁର୍ଣ୍ଣ କରିଥାନ୍ତି ଏକ ଉତ୍ତମ ସଂସ୍କରଣ ନିୟନ୍ତ୍ରଣ ଉପକରଣ ସହିତ ଯାହା ପ୍ରଦାନ କରିଥାଏ ଗ୍ଲୋବାଲ୍ ଦଳ ସହିତ ରିମୋଟ୍ ପ୍ରବେଶ । Visual SourceSafe ଉପଭୋକ୍ତାଗଣ ନିଜକୁ ସେମାନଙ୍କର ଡେଭଲପମେଣ୍ଟ କାର୍ଯ୍ୟକୁ ସହାୟତା କରିବାକୁ ଅଧିକ ସୁରକ୍ଷିତ ସ୍ଥାନର ଆବଶ୍ୟକ  କରନ୍ତି ।

This site uses Unicode and Open Type fonts for Indic Languages. Powered by Microsoft SharePoint 2013.
©2016 Microsoft Corporation. All rights reserved.