Skip Ribbon Commands
Skip to main content

Microsoft Office ଟୁଇଟର୍

 

        ଏହା ହୁଏତ ସର୍ବଦା ପାଇଁ Microsoft Office ପରି ଦେଖାଯାଇପାରେ, କିନ୍ତୁ ପ୍ରକୃତରେ, ଏହା କେବଳ 22 ବର୍ଷ  । କିନ୍ତୁ ଏହା ଅନେକ ଚ୍ୟାନେଲ୍‌ଗୁଡିକ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିଛି । ସେଥି ମଧ୍ୟରୁ ଏକ ଚ୍ୟାନେଲ୍ ହେଉଛି Microsoft Office ଟୁଇଟର୍ ଯାହା ସାଧାରଣତଃ ବ୍ୟବହୃତ ହୋଇଥାଏ Microsoft office  ଠାରୁ ସମୟ ଅନୁସାରେ ବାର୍ତ୍ତା ପ୍ରପ୍ତ କରିବା ଯାହା ଆବଶ୍ୟକ କରେ ଏହି ଟୁଇଟର୍ ପୃଷ୍ଠାରେ ସାଇନ୍ ଅପ୍ କରିବା । ଏହି ଟୁଇଟର୍‌ର ମୂଳ ବୈଶିଷ୍ଟ୍ୟ ହେଉଛି Microsoft office ଉତ୍ପାଦଗୁଡିକକୁ ବ୍ୟବହାର କରିବାରେ ହେଉଥିବା ଅସୁବିଧାର ସମାଧାନ ପ୍ରଦାନ କରିବା । ଏହି ପ୍ରବନ୍ଧଟି ନୂତନ ପଦ୍ଧତି ଯାହା Microsoft ନିକଟ ଅତୀତରେ ଗ୍ରହଣ କରିଛି ।


: http://blogs.office.com/

 

ଅନ୍ୟ ବୈଶିଷ୍ଟ୍ୟ ହେଉଛି Microsoft ର ନବୀନତମ ଉତ୍ପାଦ ଉନ୍ମୋଚନର ତାଲିକାର ଶୋକେସ୍ । ଏହି ଟୁଇଟର୍ରେ କିଛି ପ୍ରବନ୍ଧଗୁଡିକ ହେଲା

 

Showcase link ଉତ୍ପାଦଗୁଡିକର ତାଲିକା office365 ଯେତେବେଳେ କ୍ଲିକ୍ ହେବ ସେତେବେଳେ office 365 ର ଅଫିସିଆଲ୍ ପୃଷ୍ଠାକୁ ଯିବ ଯେଉଁଥିରେ office 365 ର ବୈଶିଷ୍ଟ୍ୟ ବିସ୍ତୃତ ଭାବରେ ଦର୍ଶାଯାଇଛି, ଏହାର ଆବଶ୍ୟକତା, ବ୍ୟବହାର, ଉପଲବ୍ଧ ସଂସ୍କରଣ, ଅଫର୍, ସଂସ୍ଥାପନ ପାଇଁ ଆବଶ୍ୟକ କରୁଥିବା ସିଷ୍ଟମ୍, ବେଟା ସଂସ୍କରଣ ଇତ୍ୟାଦି ।

 

PowerPoint ଟିପ୍ପଣୀ ଏବଂ ଟ୍ରିକ୍‌ଗୁଡିକ  ମଧ୍ୟ ଏହି ଅଫିସ୍ ଟୁଇଟର୍‌ରେ ଉପଲବ୍ଧ ରହିଛି । ମୂଳ ଉଦ୍ଦେଶ୍ୟ ହେଉଛି ଆପଣଙ୍କୁ ଆପଣଙ୍କର ଉପସ୍ଥାପନାଗୁଡିକର ଭିଜୁଆଲ୍ ପ୍ରସ୍ତୁତ କରିବା, ବ୍ୟସ୍ତ ରଖିବା, ଏବଂ ସ୍ମରଣୀୟ କରିବା ଏବଂ ଡାଇନାମିକ୍ ଉପସ୍ଥାପନାଗୁଡିକକୁ ସୃଷ୍ଟି କରିବା, ଏବଂ ଆପଣଙ୍କୁ ଦେଖାଇବା କଣ ଅନ୍ୟ ଲୋକମାନେ କରୁଛନ୍ତି ସେମାନଙ୍କର ସ୍ରୋତାଙ୍କ ପାଇଁ ।

 

ଏକ ପ୍ରବନ୍ଧ Excel ସର୍ଟ୍‌କଟ୍ କୀଗୁଡିକ ସହିତ ଅଂଶୀଦାରିତ ହୋଇଛି ଯାହା Microsoft Excel ଉପଭୋକ୍ତାଙ୍କ ପାଇଁ ଆବଶ୍ୟକୀୟ ଅଟେ । ଏହା ମଧ୍ୟ Power pivot ସମ୍ଵନ୍ଧରେ ପ୍ରବନ୍ଧ ଯାହା MS-Excel ପାଇଁ ଏକ ଆଡ-ଇନ୍ ଅଟେ ଏବଂ ବିସ୍ତୃତ ଭାବରେ ବୈଶିଷ୍ଟ୍ୟ ଦର୍ଶାଉଛି ।

 

ଏହା ମଧ୍ୟ Microsoft outlook ବିଷୟ ସମ୍ଵନ୍ଧରେ ବିଷୟଗୁଡିକକୁ ଗ୍ରହଣ କରୁଛି ଯେପରି କି ଏକ ବାର୍ତ୍ତାକୁ ପୁଣି କଲ୍ କରିବା ଯାହା outlook express ଠାରୁ ପ୍ରେରଣ ହୋଇଛି ଏବଂ ସ୍ଵତଃସ୍ପୃତ ମେଲ୍ ପ୍ରତିକ୍ରିୟା କ୍ଲାରିଫିକେସନ୍ । ସମାଧାନଗୁଡିକ ଉପଲବ୍ଧ ଅଛି ।

 

ପ୍ରାୟତଃ ଟୁଇଟର୍ ଲିଙ୍କଗୁଡିକ ଏହି ପୃଷ୍ଠାର Microsoft ଅଫିସିଆଲ୍ ୱେବ୍‌ସାଇଟ୍ ଠାରୁ ଅଟେ । ଅନ୍ୟ ଭାବରେ କହିବାକୁ ଗଲେ ଆମେ କହି ପାରିବା ଯେ ଏହି ଟୁଇଟର୍ ହେଉଛି ଏକ ସର୍ଟ୍‌କଟ୍ ଯାହା ଦ୍ଵାରା ଅଫିସିଆଲ୍ Microsoft ୱେବ୍‌ସାଇଟ୍ ଠାରୁ ଆବଶ୍ୟକୀୟ ଯାନ୍ତ୍ରିକ ବିବରଣୀ ପାଇବା ।

This site uses Unicode and Open Type fonts for Indic Languages. Powered by Microsoft SharePoint 2013.
©2016 Microsoft Corporation. All rights reserved.