Skip Ribbon Commands
Skip to main content

​​​​​​​

​​

କ୍ୱିକଷ୍ଟାର୍ଟ: ପାଣିପାଗ ଟାଇଲ ଏବଂ ଶୁଭକାମନା ଅଧିସୂଚନା ପଠାଉଛି


ୱିଣ୍ଡୋସ 10 ର ବାର୍ଷିକ ଅଦ୍ୟତନରେ, ଆମେମାନେ ଲାଇଭ ଟାଇଲଗୁଡ଼ିକ ପରି ଦୃଶ୍ୟମାନ ଶୁଭକାମନା ଅଧିସୂଚନା ପ୍ରସ୍ତୁତ କରିଛୁ। ଏହି କ୍ୱିକଷ୍ଟାର୍ଟରେ, ଆମେ ଆପଣଙ୍କୁ ଟାଇଲ ଅଧିସୂଚନାର ୫ ଦିନର ପାଣିପାଗ ସୂଚନାକୁ କିପରି ପୁନଃ ପ୍ରୟୋଗ କରି ଶୁଭକାମନା ଅଧିସୂଚନା ପଠାଇ ପାରିବେ ତାହା ଦର୍ଶାଇବୁ।

ପ୍ରସସ୍ତ ଲାଇଭ ଟାଇଲ
 

ଶୁଭକାମନା ଅଧିସୂଚନା

1. NotificationsExtensions NuGet ପ୍ୟାକେଜକୁ ସ୍ଥାପନ କରନ୍ତୁ

କୋଡ ମାଧ୍ଯମରେ ଅଧିସୂଚନା ପ୍ରସ୍ତୁତ କରିବା ପାଇଁ, ଆମେ ବିଶେଷ ଭାବରେ NotificationsExtensions ବ୍ୟବହାର କରିବାକୁ ପରାମର୍ଶ ଦେଇଥାଉ, ଯାହାକି ଅଧିସୂଚନା XML ବିଷୟବସ୍ତୁ ପାଇଁ ଏକ ବସ୍ତୁ ସୂଚକ ମଡେଲ ପ୍ରଦାନ କରିଥାଏ। ଆପଣ ନିଜେ ସେହି ଅଧିସୂଚନା XML ପ୍ରସ୍ତୁତ କରିପାରିବେ, କିନ୍ତୁ ତାହା ତୃଟି ସମ୍ମୁଖିନ ହୋଇପାରେ ଏବଂ ଜଟିଳ ଅଟେ। NotificationsExtensions ମାଇକ୍ରୋସଫ୍ଟର ଅଧିସୂଚନା ପ୍ରାପ୍ତ କରୁଥିବା ଏକ ଦଳ ଦ୍ୱାରା ନିର୍ମିତ ଏବଂ ପରିଚାଳିତ ହୋଇଥାଏ।

NotificationsExtensions.Win10 କୁ NuGet ରୁ ସ୍ଥାପନ କରନ୍ତୁ (ନିଶ୍ଚିତ କରନ୍ତୁ ଯେପରି ଆପଣ ସଂସ୍କରଣ 14332.0.0 କିମ୍ବା ତଦୁର୍ଦ୍ଧ ବାଛିଛନ୍ତି)।

2. ନେମସ୍ପେସ ଘୋଷଣାଗୁଡ଼ିକୁ ଯୋଡ଼ନ୍ତୁ

Windows.UI.Notifications ରେ ଟାଇଲ ଏବଂ ଶୁଭକାମନା API ଗୁଡ଼ିକ ଅନ୍ତର୍ଭୁକ୍ତ।

C# with NotificationsExtensions 

using NotificationsExtensions;

using NotificationsExtensions.Tiles;

using NotificationsExtensions.Toasts;​

3. ଲାଇଭ ଟାଇଲ କିପରି ପ୍ରସ୍ତୁତ କରିବେ

ଆମେମାନେ ପ୍ରଥମେ ଲାଇଭ ଟାଇଲ କିପରି ପ୍ରସ୍ତୁତ କରାଯାଇଥାଏ ତାହା ବର୍ଣ୍ଣନା କରିବୁ, ଯେହେତୁ ସେହି ପ୍ରକାରର ଅନୁକୂଳ ବିଷୟବସ୍ତୁକୁ ଶୁଭକାମନା ଅଧିସୂଚନାରେ ବ୍ୟବହାର କରାଯାଇଥାଏ। ଯଦି ଆପଣ ଅନୁକୂଳ ଅଧିସୂଚନାକୁ ପ୍ରଥମ ଥର ବ୍ୟବହାର କରୁଛନ୍ତି, ତେବେ Notifications Visualizer କୁ ଷ୍ଟୋରରୁ ସ୍ଥାପନ କରନ୍ତୁ, ଯାହାକି ଆପଣଙ୍କୁ ଅନୁକୂଳ ବିଷୟବସ୍ତୁକୁ ସମ୍ପାଦନ କରିବା ପାଇଁ ଅନୁମତି ଦେଇଥାଏ ଏବଂ ସଙ୍ଗେ ସଙ୍ଗେ ଏକ ଦୃଶ୍ୟମାନ ପ୍ରାକଦୃଶ୍ୟକୁ ଦେଖନ୍ତୁ।

ଟାଇଲ ଅଧିସୂଚନାକୁ ଉପସମୂହରେ ବିଚ୍ଛେଦ କରନ୍ତୁ

ଆମେ ପ୍ରସ୍ତୁତ କରିବାକୁ ଚାହୁଁଥିବା ଟାଇଲ ଅଧିସୂଚନାରେ ପ୍ରକୃତରେ ୫ଟି ଉପସମୂହ ଥାଏ… ପ୍ରତ୍ୟେଦ ଦିନର ସୂଚନା ପାଇଁ ଗୋଟିଏ। ତଳେ ଦିଆଯାଇଥିବା ଚିତ୍ରରେ, ଦ୍ୱିତୀୟ ଉପସମୂହକୁ ଲାଲି ରଙ୍ଗରେ ଆଲୋକିତ କରାଯାଇଛି। ଏହି ଉପସମୂହଗୁଡ଼ିକୁ ସୃଷ୍ଟି କରୁଥିବା ଏକ ପଦ୍ଧତି ଆମେ ପ୍ରସ୍ତୁତ କରିପାରିବା, ଯାହାଫଳରେ ଆମକୁ କେବଳ ଥରେ ସେହି ଉପସମୂହ କୋଡ ଲେଖିବାକୁ ହେବ।


C# with NotificationsExtensions

 

private AdaptiveSubgroup GenerateSubgroup(string day, string img, int tempHi, int tempLo)

{

    return new AdaptiveSubgroup()

    {

        HintWeight = 1,

 

        Children =

        {

            // Day

            new AdaptiveText()

            {

                Text = day,

                HintAlign = AdaptiveTextAlign.Center

            },

 

            // Image

            new AdaptiveImage()

            {

                Source = img,

                HintRemoveMargin = true

            },

 

            // High temp

            new AdaptiveText()

            {

                Text = tempHi + "°",

                HintAlign = AdaptiveTextAlign.Center

            },

 

            // Low temp

            new AdaptiveText()

            {

                Text = tempLo + "°",

                HintAlign = AdaptiveTextAlign.Center,

                HintStyle = AdaptiveTextStyle.CaptionSubtle

            }

        }

    };

}

ପ୍ରସସ୍ତ ଟାଇଲ ପାଇଁ ବିଷୟବସ୍ତୁ ପ୍ରସ୍ତୁତ କରନ୍ତୁ

ତାପରେ, ଆମକୁ ଉପରେଥିବା ଉପସମୂହକୁ ବ୍ୟବହାର କରି, ପ୍ରସସ୍ତ ଟାଇଲ ପାଇଁ ପ୍ରକୃତ ବିଷୟବସ୍ତୁ ପ୍ରସ୍ତୁତ କରିବାକୁ ହେବ। ଆମେ ଏହାକୁ ପୃଥକ ପଦ୍ଧତିରେ ବିଭକ୍ତ କରିଥାଉ, ଯେହେତୁ ଆମକୁ ଛୋଟ, ପ୍ରସସ୍ତ ଏବଂ ବଡ଼ ଟାଇଲ ବିଷୟବସ୍ତୁ ପ୍ରସ୍ତୁତ ପାଇଁ ମଧ୍ଯ ପଦ୍ଧତି ଆବଶ୍ୟକ ହେବ (ଏହି ପଦ୍ଧତିଗୁଡ଼ିକୁ କ୍ୱିକଷ୍ଟାର୍ଟ ରୁ ବାଦ ଦିଆଯାଇଥାଏ କିନ୍ତୁ ତଳେ ଥିବା ଉତ୍ସରେ ଉପଲବ୍ଧ ସମ୍ପୂର୍ଣ୍ଣ କୋଡ ନମୁନାକୁ ଦେଖିପାରିବେ)।


C# with NotificationsExtensions

 

private TileBinding GenerateTileBindingWide()

{

    return new TileBinding()

    {

        Content = new TileBindingContentAdaptive()

        {

            Children =

            {

                new AdaptiveGroup()

                {

                    Children =

                    {

                        GenerateSubgroup("Mon", "Mostly Cloudy.png", 63, 42),

                        GenerateSubgroup("Tue", "Cloudy.png", 57, 38),

                        GenerateSubgroup("Wed", "Sunny.png", 59, 43),

                        GenerateSubgroup("Thu", "Sunny.png", 62, 42),

                        GenerateSubgroup("Fri", "Sunny.png", 71, 66)

                    }

                }

            }

        }

    };

}

ଟାଇଲ ଅଧିସୂଚନା ବିଷୟବସ୍ତୁ ସୃଷ୍ଟି କରନ୍ତୁ

ଶେଷରେ, ଆମେ ସମଗ୍ର ଟାଇଲ ଅଧିସୂଚନାର ବିଷୟବସ୍ତୁ ପ୍ରସ୍ତୁତ କରିଥାଉ, ଯେଉଁଥିରେ ଅନ୍ୟ ସମସ୍ତ ବିଭିନ୍ନ ଆକାରର ଟାଇଲ ପାଇଁ ବିଷୟବସ୍ତୁକୁ ଧାରଣ କରିବ। ଆମେ ପୂର୍ବରୁ ଉଲ୍ଲେଖ କରିଥିବା ପରି, ଛୋଟ, ମଧ୍ଯମ, ଏବଂ ବଡ଼ ଆକାର ପାଇଁ ପଦ୍ଧତିଗୁଡ଼ିକୁ ଏହି କ୍ୱିକଷ୍ଟାର୍ଟରୁ ବାଦ ଦିଆଯାଇଥାଏ କିନ୍ତୁ ତାହାକୁ ଉତ୍ସ ବିଭାଗରେ ଉପଲବ୍ଧ କୋଡ ନମୁନାରେ ଦେଖିପାରିବେ।

C# with NotificationsExtensions

 

public TileContent GenerateTileContent()

{

    return new TileContent()

    {

        Visual = new TileVisual()

        {

            TileSmall = GenerateTileBindingSmall(),

            TileMedium = GenerateTileBindingMedium(),

            TileWide = GenerateTileBindingWide(),

            TileLarge = GenerateTileBindingLarge(),

 

            // Set the base URI for the images, so we don't redundantly specify the entire path

            BaseUri = new Uri("Assets/NotificationAssets/", UriKind.Relative)

        }

    };

}

ଟାଇଲ ଅଧିସୂଚନା ପଠାଇବା

ଟାଇଲ ଅଧିସୂଚନା କିପରି ପଠାଇବେ ତାହା ଶିଖିବା ପାଇଁ, ଦୟାକରି କ୍ୱିକଷ୍ଟାର୍ଟ: ଏକ ସ୍ଥାନୀୟ ଟାଇଲ ଅଧିସୂଚନା ପଠାଇବା କୁ ଦେଖନ୍ତୁ।

4. ଶୁଭକାମନା ଅଧିସୂଚନା କିପରି ପ୍ରସ୍ତୁତ କରିବେ

ବର୍ତ୍ତମାନ ଯେହେତୁ ଆମ ପାଖରେ ଲାଇଭ ଟାଇଲ ଅଧିସୂଚନା ଅଛି, ଚାଲନ୍ତୁ ସେହି କୋଡରୁ କିଛି ବ୍ୟବହାର କରି ଶୁଭକାମନା ଅଧିସୂଚନା ପ୍ରସ୍ତୁତ କରିବା!


ଶୁଭକାମନା ଅଧିସୂଚନା ବିଷୟବସ୍ତୁ ପ୍ରସ୍ତୁତ କରନ୍ତୁ

ଶୁଭକାମନା ନିଶ୍ଚିତ ଭାବରେ ଏକ ଲେଖା ଉପାଦାନରୁ ଆରମ୍ଭ ହେବା ଉଚିତ, ତେଣୁ ଆମେ ପ୍ରଥମେ ଆଜିର ପାଣିପାଗକୁ ବର୍ଣ୍ଣନା କରି ଏକ ବାକ୍ୟ ଯୋଡ଼ିବା। ଯଦି ଅନୁକୂଳ ଶୁଭକାମନାଗୁଡ଼ିକ ସହାୟକ ହୋଇଥାଏ (ତେବେ କୋଡରେ ତଳକୁ ଦେଖନ୍ତୁ), ଆମେ ସେହି ପାଞ୍ଚଟି ଉପସମୂହକୁ ନେଇ ଏକ ସମୂହ ଯୋଡ଼ିବା ଯାହାକୁ ଆମେ ଆମର ଲାଇଭ ଟାଇଲ ପାଇଁ ମଧ୍ଯ ବ୍ୟବହାର କରିପାରିବା। ଅନ୍ୟଥା, ଆମେ ତନ୍ତ୍ର ପାଇଁ କେବଳ ଦୁଇଟି ଅଧିକ ଲେଖା ଉପାଦାନ ଯୋଡ଼ିବା ଯାହାକି ଅନୁକୂଳ ଶୁଭକାମନାକୁ ସହାୟତା କରିନଥାଏ (ମନେରଖନ୍ତୁ ସେହି ତନ୍ତ୍ରଗୁଡ଼ିକରେ, ଆପଣଙ୍କ ପାଖରେ କେବଳ ତିନୋଟି ଉପାଦାନ ଥିବ, ତେଣୁ ଆମେ କଣପାଇଁ କେବଳ ଦୁଇଟି ଅତିରିକ୍ତ ଲେଖା ଉପାଦାନ ଯୋଡ଼ିବା)।

C# with NotificationsExtensions

 

public static ToastContent GenerateToastContent()

{

    // Start by constructing the visual portion of the toast

    ToastBindingGeneric binding = new ToastBindingGeneric();

 

    // We'll always have this summary text on our toast notification

    // (it is required that your toast starts with a text element)

    binding.Children.Add(new AdaptiveText()

    {

        Text = "Today will be mostly sunny with a high of 63 and a low of 42."

    });

 

    // If Adaptive Toast Notifications are supported

    if (IsAdaptiveToastSupported())

    {

        // Use the rich Tile-like visual layout

        binding.Children.Add(new AdaptiveGroup()

        {

            Children =

            {

                GenerateSubgroup("Mon", "Mostly Cloudy.png", 63, 42),

                GenerateSubgroup("Tue", "Cloudy.png", 57, 38),

                GenerateSubgroup("Wed", "Sunny.png", 59, 43),

                GenerateSubgroup("Thu", "Sunny.png", 62, 42),

                GenerateSubgroup("Fri", "Sunny.png", 71, 66)

            }

        });

    }

 

    // Otherwise...

    else

    {

        // We'll just add two simple lines of text

        binding.Children.Add(new AdaptiveText()

        {

            Text = "Monday <img src="https://s.w.org/images/core/emoji/72x72/26c5.png" alt="⛅" draggable="false" class="emoji"> 63° / 42°"

        });

 

        binding.Children.Add(new AdaptiveText()

        {

            Text = "Tuesday <img src="https://s.w.org/images/core/emoji/72x72/2601.png" alt="☁" draggable="false" class="emoji"> 57° / 38°"

        });

    }

 

    // Construct the entire notification

    return new ToastContent()

    {

        Visual = new ToastVisual()

        {

            // Use our binding from above

            BindingGeneric = binding,

 

            // Set the base URI for the images, so we don't redundantly specify the entire path

            BaseUri = new Uri("Assets/NotificationAssets/", UriKind.Relative)

        },

 

        // Include launch string so we know what to open when user clicks toast

        Launch = "action=viewForecast&zip=98008"

    };

}​

ଶୁଭକାମନା ଅଧିସୂଚନା ପଠାଇବା

ଶୁଭକାମନା ଅଧିସୂଚନା କିପରି ପଠାଇବେ ତାହା ଶିଖିବା ପାଇଁ (ଏବଂ ସେହି ଅଧିସୂଚନାକୁ କ୍ଲିକ କରି କିପରି ବ୍ୟବହାରକାରୀଙ୍କୁ ନିୟନ୍ତ୍ରଣ କରିବେ), ଦୟାକରି କ୍ୱିକଷ୍ଟାର୍ଟ: ଏକ ସ୍ଥାନୀୟ ଶୂଭକାମନା ଅଧିସୂଚନା ପଠାଇବା ଏବଂ ସକ୍ରିୟଣ ନିୟନ୍ତ୍ରଣ କରିବା କୁ ଦେଖନ୍ତୁ।

ଅନୁକୂଳ ଶୁଭକାମନା ସହାୟତା ପ୍ରାପ୍ତ କି ନୁହଁ ତାହା ଯାଞ୍ଚ କରୁଅଛି

ଅନୁକୂଳ ଶୁଭକାମନାଗୁଡ଼ିକୁ ୱିଣ୍ଡୋସ 10 ଡେସ୍କଟପ ଏବଂ ମୋବାଇଲର ନିର୍ମାଣ 14332 ରେ ଯୋଡ଼ାଯାଇଥିଲା (ୱିଣ୍ଡୋସ 10 ର ବାର୍ଷିକ ଅଦ୍ୟତନ ପାଇଁ)। ଅନ୍ୟାନ୍ୟ ଉପକରଣ ସମୂହ ଅନୁକୂଳ ଶୁଭକାମନାକୁ ସହାୟତା କରିନଥାନ୍ତି, ଏବଂ ସେଥିରେ କେବଳ ଲେଖା ଉପାଦାନ  ଏବଂ ଚିତ୍ର ଥାଏ। ଯଦି ଆପଣ ପୁରୁଣା ତନ୍ତ୍ରଗୁଡ଼ିକୁ ସହାୟତା ପ୍ରଦାନ କରୁଛନ୍ତି, ତେବେ ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ଅଛି: ସମାନ କାର୍ଯ୍ୟଭାରକୁ ପଠାନ୍ତୁ (ସମୂହଗୁଡ଼ିକୁ ପୁରୁଣା ତନ୍ତ୍ରରୁ ବାଦ ଦିଆଯିବ), ଅଥବା ଆପଣଙ୍କ କୋଡକୁ ପରିବର୍ତ୍ତନ କରନ୍ତୁ ଏବଂ ଅନୁକୂଳ ଶୁଭକାମନା ସହାୟତା ପ୍ରାପ୍ତ କି ନୁହଁ ତାହା ଉପରେ ଆଧାର କରି ନିର୍ଦ୍ଦିଷ୍ଟ ଅଧିସୂଚନା ପଠାନ୍ତୁ। ଏଠାରେ ଆମେ ଦୃଷ୍ଟି ଆକର୍ଷଣ କରୁଥିବା ଅଧିସୂଚନା ପଠାଇପାରିବୁ କି ନାହିଁ ତାହା ଜଣାଇବା ପାଇଁ ବ୍ୟବହାର କରୁଥିବା ସେହି ପଦ୍ଧତି ଉଲ୍ଲେଖ ହୋଇଛି…

C#

 

using Windows.System.Profile;

 

private static bool IsAdaptiveToastSupported()

{

    switch (AnalyticsInfo.VersionInfo.DeviceFamily)

    {

        // Desktop and Mobile started supporting adaptive toasts in build 14332

        case "Windows.Mobile":

        case "Windows.Desktop":

            return GetOSVersion() > new Version(10, 0, 14332, 0);

 

        // Other device families do not support adaptive toasts

        default:

            return false;

    }

}

 

private static Version GetOSVersion()

{

    // The DeviceFamilyVersion is a string, which is actually a ulong number representing the version

    // https://www.suchan.cz/2015/08/uwp-quick-tip-getting-device-os-and-app-info/

 

    ulong versionAsLong = ulong.Parse(AnalyticsInfo.VersionInfo.DeviceFamilyVersion);

 

    ulong v1 = (versionAsLong & 0xFFFF000000000000L) >> 48;

    ulong v2 = (versionAsLong & 0x0000FFFF00000000L) >> 32;

    ulong v3 = (versionAsLong & 0x00000000FFFF0000L) >> 16;

    ulong v4 = (versionAsLong & 0x000000000000FFFFL);

 

    return new Version((int)v1, (int)v2, (int)v3, (int)v4);

}

ଅନ୍ତିମ ଶୁଭକାମନା ଅଧିସୂଚନା!

ଅନୁକୂଳ ଶୁଭକାମନାକୁ ସହାୟତା କରୁଥିବା ତନ୍ତ୍ରଗୁଡ଼ିକ ପାଇଁ, ଆମର କୋଡ ଦୃଷ୍ଟି ଆକର୍ଷଣ କରୁଥିବା ଅଧିସୂଚନା ପ୍ରସ୍ତୁତ କରିଥାଏ। ଏବଂ ପୁରୁଣା ତନ୍ତ୍ରଗୁଡ଼ିକ ପାଇଁ, ଆମର କୋଡ ଉଚ୍ଚମାନର ଲେଖା-ପରିଚାଳିତ ଅଧିସୂଚନା ସୃଷ୍ଟି କରିଥାଏ।


ଅନୁକୂଳ ଶୁଭକାମନା

ଉଚ୍ଚମାନର ଶୁଭକାମନା​

​​​​​​​​​​​​
This site uses Unicode and Open Type fonts for Indic Languages. Powered by Microsoft SharePoint
©2017 Microsoft Corporation. All rights reserved.