Skip Ribbon Commands
Skip to main content

​​​​​​​

​​

ପ୍ୟାକେଜ ପ୍ରାବଧାନ – କଣ କରିପାରିବେ ଅଥବା କରିପାରିବେ ନାହିଁ?


ହାଇ ୱିଣ୍ଡୋସ 10 ସାଥୀମାନେ!

ଆଜି ମୁଁ ନିଜ ପସନ୍ଦର ଏକ ବିଷୟ ଉପରେ କିଛି କହିବାକୁ ଚାହୁଁଛି: ୱିଣ୍ଡୋସ 10 ପ୍ରାବଧାନ।

ଇଣ୍ଟରନେଟରେ ବହୁ ମାତ୍ରାରେ ଏକ ଆଲୋଚନା ଚାଲିଅଛି ଯେ ନୂଆ ୱିଣ୍ଡୋସ 10 ନିୟୋଜନ ପ୍ରକ୍ରିୟା (ଅଥବା ପ୍ରାବଧାନ) ଟି ପ୍ରକୃତରେ ସମ୍ଭବ କି ନୁହଁ। ଏବଂ ସତକହିବାକୁ ଗଲେ, ମୋର ଅଭିଜ୍ଞତା କହୁଛି, ମୁଁ କେବେ ଏତେ ମାତ୍ରାରେ ଲୋକଙ୍କୁ ସେହି ପଦ୍ଧତିକୁ ଗ୍ରହଣ କରୁଥିବାର ଦେଖି ନାହିଁ। ଏହାର ସତ୍ୟତା ଜାଣିବା ପାଇଁ, ମୁଁ ମାଇକ୍ରୋସଫ୍ଟ ଜାପାନ ମଧ୍ଯରେ ଏକ ଆଭ୍ୟନ୍ତରୀଣ ଯାଞ୍ଚ କରିଛି ଏବଂ 200 କମ୍ପାନୀ ମଧ୍ଯରୁ 60 ଟି କମ୍ପାନୀ ଏହି ୱିଣ୍ଡୋସ 10 ନିୟୋଜନ ପଦ୍ଧତିକୁ ବାଛିଥିବାର ଖବର ପାଇଛି: ସେମାନଙ୍କ ମଧ୍ଯରୁ 90% ପାରମ୍ପରିକ "ଲିଭାନ୍ତୁ ଏବଂ ଧାରଣ କରନ୍ତୁ" ପଦ୍ଧତିକୁ ବାଛିଛନ୍ତି।

କାହିଁକି? ଠିକଅଛି, ତାହାର ଅନେକ କାରଣ ଅଛି। ପ୍ରଥମ କାରଣଟି ଯାହା ମୁଁ ଭାବୁଛି ଗ୍ରାହକମାନେ ପାରମ୍ପରିକ ନିୟୋଜନ ପଦ୍ଧତି ସହିତ ପରିଚିତ ଯାହାକି ୱିଣ୍ଡୋସ 10 ରେ ମଧ୍ଯ ଭଲ ଭାବରେ ଚାଲିଥାଏ। ସେମାନେ ହୁଏତଃ ସମଗ୍ର ନିୟୋଜନ ପଦ୍ଧତିକୁ ଦଲିଲଭୁକ୍ତ କରିଥାଇପାରନ୍ତି ଏବଂ ହୁଏତଃ ସମ୍ପୂର୍ଣ୍ଣ ନୂଆ ନିୟୋଜନ ପଦ୍ଧତି ଏବଂ ଦଲିଲିକରଣର ମୂଲ୍ୟକୁ ସିମୀତ ରଖିବାକୁ ଚାହୁଁଥିବେ। ଜାପାନରେ, ଉଦାହରଣ ସ୍ୱରୂପ, ଆମର ଅଧିକାଂଶ ଗ୍ରାହକମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ୱିଣ୍ଡୋସ 10 କୁ ସ୍ଥାନାନ୍ତରିତ ହେବାକୁ ଚାହୁଁଛନ୍ତି ଯେଉଁ ସମୟରେ ବହୁମାତ୍ରାରେ ଉପକରଣ ବଦଳ ପାଇଁ ଯୋଜନା କରାଯାଇଥିବ। ଏହି ନିର୍ଦ୍ଦିଷ୍ଟ ପରିସ୍ଥିତିରେ, ସେମାନେ ଅଧିକାଂଶ ସମୟରେ "ଲିଭାଇ ଧାରଣ କରିବା" ପଦ୍ଧତିକୁ ପସନ୍ଦ କରିବେ।

ମୁଁ ଭାବୁଥିବା ଦ୍ୱିତୀୟ କାରଣଟି ହେଉଛି ପ୍ରାବଧାନ ପଦ୍ଧତିରେ କିଛି ପ୍ରତିବନ୍ଧ ଏବଂ ଆପତ୍ତି ଅଛି:  ଉଦାହରଣ ସ୍ୱରୂପ, ଏହା ବ୍ଲୋଟୱେରକୁ ଗୋଟିଏ ଷ୍ଟୋରରୁ ଅଣାଯାଇଥିବା ୱିଣ୍ଡୋସ 10 ଉପକରଣରୁ ବାହାର କରିବା ପାଇଁ ସହଜ ଉପାୟ ପ୍ରଦାନ କରିନଥାଏ (ଆପଣ ଏହାର ସ୍କ୍ରିପ୍ଟ ପ୍ରସ୍ତୁତ କରିପାରିବେ କିନ୍ତୁ ତାହା ବଜାରରେ ଉପଲବ୍ଧ ସମସ୍ତ ଉପକରଣଗୁଡ଼ିକ ପାଇଁ ସମାନ ଭାବରେ କାମ କରିବ ନାହିଁ)। ଅନ୍ୟ ଏକ ସମ୍ଭାବ୍ୟ କାରଣ ହେଉଛି ପ୍ରକାଶନ ଉନ୍ନୟନ ଯାହାକି କେବଳ Pro (କିମ୍ବା Edu) ରୁ ଆନୁଷ୍ଠାନିକ କ୍ଷେତ୍ରରେ କାମ କରିଥାଏ, ଯେଉଁଠି କି ଆପଣ କିଣୁଥିବା ଅଧିକାଂଶ ଗ୍ରାହକ ଉପକରଣ ୱିଣ୍ଡୋସ 10 ହୋମ ପ୍ରକାଶନ ସହିତ ଆସିଥାଏ (ପ୍ରକୃତରେ PPKG ବ୍ୟବହାର କରି home ରୁ Pro, ତାପରେ Pro ରୁ  Ent କରିବାର ଏକ ଉପାୟ ଅଛି)। ଏବଂ ଶେଷରେ, ୱିଣ୍ଡୋସ ICD ସାଧନ ଯାହାକି ହୁଏତଃ ଗ୍ରାହକ ପସନ୍ଦଯୋଗ୍ୟ ସାଧନ ନୁହଁ (ବର୍ତ୍ତମାନ ପାଇଁ) (ଏଥିରେ ସେଟିଙ୍ଗ ଏବଂ କିଛି ନିବେଶ ଶୈଳୀ ବିଷୟରେ ସୂଚନାର ଅଭାବ ଅଛି)।

ମୋ ପାଇଁ, ପ୍ରାବଧାନକୁ ଗୋଟିଏ ପରିସ୍ଥିତିରେ ବ୍ୟବହାର କରାଯିବା ଉଚିତ: BYOD. ଏହା ହେଉଛି ଏକ ସମାଧାନ ଯାହାକି କିଛି ଗୁରୁତର ବ୍ୟବସାୟ ଜନିତ ସମସ୍ୟାକୁ ସମାଧାନ କରିଥାଏ ଯେଉଁଠି ଜଣେ ବିକ୍ରେତା ବ୍ୟବସାୟ ଯାତ୍ରା ସମୟରେ ତାହାର ଉପକରଣ ହଜାଇଥାଏ/ଭାଙ୍ଗିଥାଏ/ଚୋରି ହୋଇଥାଏ ଏବଂ IT ପ୍ରଫେସନାଲର ହସ୍ତକ୍ଷେପ ବିନା ବଦଳାଇବାକୁ ଚାହିଁଥାଏ। ଏହି ପ୍ରାବଧାନ ତାଙ୍କର ଉପକରଣକୁ ବ୍ୟବସାୟିକ ଉପକରଣକୁ ଉନ୍ନୟନ କରି, ସେଥିରେ ଅଫିସ 2016 ସ୍ଥାପନ କରି, VPN ସେଟ କରି ଏବଂ ଆବଶ୍ୟକ ହେଲେ ଡମେନରେ ଅଂଶଗ୍ରହଣ କରି ଶିଘ୍ର କାର୍ଯ୍ୟକ୍ଷେତ୍ରକୁ ଫେରିବାରେ ସହାୟତା କରିଥାଏ।

ଅନ୍ୟ କୌଣସି ପରିସ୍ଥିତି ପାଇଁ, କୌଣସି ନୂଆ ଉପକରଣ ପାଇଁ ଆପଣଙ୍କୁ କାର୍ଯ୍ୟକ୍ଷେତ୍ର ମଧ୍ଯରେ ଉନ୍ନୟନ (ୱିଣ୍ଡୋସ 7, 8, 8.1 ଉପକରଣ) ଅଥବା ଲିଭାନ୍ତୁ ଏବଂ ଧାରଣ କରନ୍ତୁ ପ୍ରକ୍ରିୟାକୁ ଗ୍ରହଣ କରିବାକୁ ହେବ।

ଏହି ପ୍ରାବଧାନ ପଦ୍ଧତିରେ ଯଦିଚ ଆମକୁ କିଛି ପ୍ରତିବନ୍ଧର ସାମ୍ନା କରିବାକୁ ହୋଇଥାଏ, ମୁଁ ଏଠାରେ PPKG ରୁ ପ୍ରାପ୍ତ କରିଥିବା ସମସ୍ତ ପରୀକ୍ଷା ଫଳାଫଳକୁ ଏକତ୍ରିତ କରିବାକୁ ଚାହୁଁଛି (କଣ କାମ କରିଥାଏ ଏବଂ କଣ କାମ କରିନଥାଏ) ଯାହାଫଳରେ ଆପଣଙ୍କ ଆବଶ୍ୟକତାକୁ ପୁରଣ କରିବା ପାଇଁ ଉତ୍ତମ ନିୟୋଜନ ପଦ୍ଧତି ବିଷୟରେ ସିଦ୍ଧାନ୍ତ ନେବା ସମୟରେ ଆପଣଙ୍କ ପାଖରେ ସମସ୍ତ ତଥ୍ୟ ଥିବ।

  • ସଂଗଠିତ ଅନୁଷ୍ଠାନ ମଧ୍ଯରେ ଉପକରଣକୁ ପଞ୍ଜିକୃତ କରନ୍ତୁ
    • ଡମେନ ଅଂଶଗ୍ରହଣ –> ଠିକଅଛି
      • [ରନଟାଇମ ସେଟିଙ୍ଗ]>[ଖାତା]>[କମ୍ପୁଟର ଖାତା]
        • [ଖାତା] ଡମେନ\ଖାତା (ଯେପରିକି contoso\admin)
        • [ଡମେନନାମ] ଡମେନ FQDN (ଯେପରିକି contoso.com)
        • [ପ୍ରବେଶ ସଂକେତ] ଡମେନ ଅଂଶଗ୍ରହଣ ଖାତା ପ୍ରବେଶ ସଂକେତ
    • ଆଜୁର(Azure) AD ଅଂଶଗ୍ରହଣ –> ନାଁ (ଏହା PPKG ଦ୍ୱାରା ପ୍ରଦତ୍ତ ନାମାଙ୍କନର ବୈଧିକରଣ ପଦ୍ଧତି ସହିତ ସମ୍ବନ୍ଧିତ ଯାହାକି ଆଜୁର AD ଅଂଶଗ୍ରହଣ ଏବଂ ଇନଟ୍ୟୁନ(Intune) ସହିତ ସୁସଙ୍ଗତ ନୁହଁ)
    • ଇନଟ୍ୟୁନ(Intune) ନାମାଙ୍କନ –> ନାଁ (ଉପରଲିଖିତ ସହିତ ସମାନ)
    • SCCM On-prem MDM ନାମାଙ୍କନ –> ଠିକଅଛି (ବ୍ୟକ୍ତିଗତ ଭାବରେ ପରୀକ୍ଷା କରିନାହିଁ କିନ୍ତୁ ଏହାକୁ କିପରି କରାଯିବ ତାହା ବର୍ଣ୍ଣନା ହୋଇଥିବା ଏକ ଉତ୍ତମ ପତ୍ରିକା ମିଳିଛି)
  • ରୂପରେଖା
    • WIFI –> ଠିକଅଛି
      • [ରନଟାଇମ ସେଟିଙ୍ଗ]>[ସଂଯୋଜକତା ରୂପରେଖା]>[WLAN]>[WLANSetting]
        • WiFi ର [SSID] ଯୋଡ଼ନ୍ତୁ
        • [WLANXmlSettings] ଅନ୍ତର୍ଗତରେ, [AutoConnect], [HiddenNetwork], [SecurityKey] ଏବଂ [Security Type] କୁ ପୁରଣ କରନ୍ତୁ
    • ପ୍ରମାଣପତ୍ର –> ଠିକଅଛି
      • ରୁଟ CA ପ୍ରମାଣପତ୍ର ପାଇଁ, [Runtime Settings]>[Certificates>[RootCertificates]
        • ଗୋଟିଏ [CertificateName] ଟାଇପ କରନ୍ତୁ ଏବଂ [ଯୋଡ଼ନ୍ତୁ] କ୍ଲିକ କରନ୍ତୁ
        • [CertificatePath] CER ରୁଟ CA ପ୍ରମାଣପତ୍ର ଫାଇଲ ପ୍ରତି ପଥ
    • ଇମେଲ ରୂପରେଖା –> ଯେହେତୁ BYOD ପରିସ୍ଥିତିରେ ଆପଣ ଡମେନ କିମ୍ବା ଆଜୁର (azure) AD ଖାତା ବିଷୟରେ ଜାଣିନଥାନ୍ତି, ମୁଁ ଭାବୁନାହିଁ ଏହାକୁ ପ୍ରାବଧାନ ଦ୍ୱାରା ସମାଧାନ କରିହେବ
  • OS ଇଚ୍ଛାରୂପଣ
    • ଆରମ୍ଭ ମେନୁ –> ଠିକଅଛି (ଟିପ୍ପଣୀ: ଏହା ପ୍ରଚଳିତ ବ୍ୟବହାରକାରୀ ପାଇଁ ପ୍ରଯୁଜ୍ୟ ନୁହଁ କିନ୍ତୁ କମ୍ପୁଟରର କୌଣସି ନୂଆ ବ୍ୟବହାରକାରୀ ପାଇଁ ପ୍ରଯୁଜ୍ୟ)
    • ୱାଲପେପର –> ନାଁ (ପ୍ରତିଛବି ଫାଇଲକୁ ନକଲ କରନ୍ତୁ କିନ୍ତୁ ତାହାକୁ ପ୍ରୟୋଗ କରନ୍ତୁ ନାହିଁ, ଏପର୍ଯ୍ୟନ୍ତ ଜାଣି ନାହିଁ ଏହା ଆଶାନୁପାତି କି ନୁହଁ। ଆପଣଙ୍କୁ ପରେ ଜଣାଇବି)
    • ସ୍ଥାନୀୟ ଖାତା ସୃଷ୍ଟି –> ଠିକଅଛି
      • [ରନଟାଇମ ସେଟିଙ୍ଗ]>[ଖାତା]>[ବ୍ୟବହାରକାରୀ]
      • ଗୋଟିଏ [ବ୍ୟବହାରକାରୀ ନାମ] ଟାଇପ କରନ୍ତୁ ଏବଂ [ଯୋଡ଼ନ୍ତୁ] କ୍ଲିକ କରନ୍ତୁ
      • [ପ୍ରବେଶ ସଂକେତ: ନୂତନ ଭାବରେ ସୃଷ୍ଟି ହୋଇଥିବା ଖାତାର ପ୍ରବେଶ ସଂକେତ
      • [UserGroup] ବ୍ୟବହାରକାରୀଙ୍କୁ "ପ୍ରଶାସନିକ" ଶ୍ରେଣୀରେ ଯୋଡ଼ନ୍ତୁ
    • UWF –> ଠିକଅଛି
      • [ରନଟାଇମ ସେଟିଙ୍ଗ]>[UnifiedWriteFilter]
      • [FilterEnabled] TRUE
      • [OverlaySize] MB ରେ (ଯେପରିକି 1024)
      • [OverlayType] RAM କିମ୍ବା ଡିସ୍କ ବାଛନ୍ତୁ
      • [ଭଲ୍ୟୁମ]
        • [DriveLetter] କୁ ବାଛିବା ପାଇଁ ଟାଇପ କରନ୍ତୁ (ଯେପରିକି "C:") ଏବଂ [ଯୋଡ଼ନ୍ତୁ] କ୍ଲିକ କରନ୍ତୁ
        • [ସୁରକ୍ଷିତ] TRUE
    • Bitlocker –> ନାଁ (ହଁ manage-bde ନିର୍ଦ୍ଦେଶକୁ ସ୍କ୍ରିପ୍ଟ ମଧ୍ଯରେ ବ୍ୟବହାର କରି)
    • ପ୍ରକାଶନ ଉନ୍ନୟନ –> ଠିକଅଛି (କେବଳ Pro/Edu ରୁ ଆନୁଷ୍ଠାନିକ)
      • [ରନଟାଇମ ସେଟିଙ୍ଗ]>[EditionUpgrade]
      • [UpgradeEditionWithProductKey] ଆନୁଷ୍ଠାନିକ ଉତ୍ପାଦନ କି ଟାଇପ କରନ୍ତୁ
  • ସାର୍ବଜନିକ ଏପ୍ଲିକେସନ
    • ସ୍ଥାପନ –> ଠିକଅଛି (sideloading କୁ ସକ୍ରିୟ କରିବା ପାଇଁ ଭୁଲିବେ ନାହିଁ, ପ୍ରମାଣପତ୍ର, ନିର୍ଭୋରକ ଏବଂ ଏପ ଫାଇଲକୁ ମଧ୍ଯ ନିୟୋଜନ କରନ୍ତୁ)
      • sideloading କୁ ସକ୍ରିୟ କରିବା ପାଇଁ, [ରନଟାଇମ ସେଟିଙ୍ଗ]>[ନିତୀ]>[ଏପ୍ଲିକେସନ ପରିଚାଳନା]>[AllowAllTrustedApps]>[ହଁ]
      • ପ୍ରମାଣପତ୍ର ନିୟୋଜନ କରିବା ପାଇଁ, [ରନଟାଇମ ସେଟିଙ୍ଗ]>[ପ୍ରମାଣପତ୍ର]>[TrustedPeopleCertificates]
        • [CertificateName] ଲେଖନ୍ତୁ ଏବଂ [ଯୋଡ଼ନ୍ତୁ] କୁ କ୍ଲିକ କରନ୍ତୁ
        • [TrustedCertificate] ଏପ ପ୍ରମାଣପତ୍ର ଫାଇଲ ପ୍ରତି ପଥ ଉଲ୍ଲେଖ କରନ୍ତୁ
      • ନିର୍ଭୋରକ ସହିତ ଏପକୁ ଆମଦାନୀ କରିବା ପାଇଁ, [ରନଟାଇମ ସେଟିଙ୍ଗ]>[UniversalAppInstall]
        • [PackageFamilyName] ଲେଖନ୍ତୁ ଏବଂ [ଯୋଡ଼ନ୍ତୁ] କ୍ଲିକ କରନ୍ତୁ (ଯେକୌଣସି ନାମ ହୋଇପାରିବ)
        • [ApplicationFile] ".appxbundle" ଫାଇଲକୁ ଉଲ୍ଲେଖ କରନ୍ତୁ
        • [DependencyAppxFiles] ଗୋଟି ଗୋଟି କରି ସମସ୍ତ ନିର୍ଭୋରକ ଫାଇଲଗୁଡ଼ିକୁ ଯୋଡ଼ନ୍ତୁ
    • ବିସ୍ଥାପନ –> ଠିକଅଛି
      • [ରନଟାଇମ ସେଟିଙ୍ଗ]>[UniversalAppUninstall]
      • ଗୋଟିଏ କମ୍ପୁଟରରେ ଯେଉଁଠି ବିସ୍ଥାପିତ ହେବାକୁ ଥିବା ଏପ ସ୍ଥାପିତ ହୋଇଥାଏ, ସେଥିରେ ପ୍ୟାକେଜ ପରିବାର ନାମ ପାଇବା ପାଇଁ PowerShell ନିର୍ଦ୍ଦେଶ get-appxpackage କୁ ଚଲାନ୍ତୁ।
      • ଉପରଲିଖିତ ନିର୍ଦ୍ଦେଶକୁ ବ୍ୟବହାର କରି ମିଳିଥିବା [PackageFamilyName] କୁ ଟାଇପ କରନ୍ତୁ।
  • Win32 ଏପ୍ଲିକେସନ ସ୍ଥାପନ
    • MSI –> ଠିକଅଛି
      • [ରନଟାଇମ ସେଟିଙ୍ଗ]>[ProvisioningCommands]>[DeviceContext]
      • [CommandFiles] MSI ଫାଇଲକୁ ଯୋଡ଼ନ୍ତୁ
      • [CommandLine] MSI ପ୍ୟାକେଜକୁ ସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଧାରାରେ ଟାଇପ କରନ୍ତୁ: "msiexec.exe /i xxx.msi /q"
    • ଅଫିସ –> ଠିକଅଛି (WICD ବ୍ୟବହାର କରି ତାହାକୁ କିପରି କରିବେ ତାହା ବର୍ଣ୍ଣନା କରିବା ପାଇଁ ମୁଁ ଅନ୍ୟ ଏକ ପତ୍ରିକା ଲେଖିବି)।

ଆଶାକରୁଛି ଏହି ତାଲିକା ଆପଣଙ୍କୁ ପ୍ରାବଧାନ ସହିତ କଣ ସମ୍ଭବ କଣ ଅସମ୍ଭବ ତାହା ସିଦ୍ଧାନ୍ତ ନେବାରେ ସହାୟତା କରିବ। ନିଶ୍ଚିତ ଭାବରେ, ୱିଣ୍ଡୋସ ICD ରେ ଉପଲବ୍ଧ ସମସ୍ତ ସମ୍ଭାବ୍ୟ ସେଟିଙ୍ଗଗୁଡ଼ିକୁ ମୁଁ ଦର୍ଶାଇନାହିଁ ତେଣୁ ଯଦି ଆପଣ ଅନ୍ୟ କୌଣସି ସେଟିଙ୍ଗ ଆବଶ୍ୟକ କରନ୍ତି, ତେବେ ମୁଁ କେବଳ ୱିଣ୍ଡୋସ ICD ସାଧନ ମାଧ୍ଯମରେ ଅନୁସନ୍ଧାନ କରିବା ପାଇଁ ପରାମର୍ଶ ଦେବି :)


​​​​​​​​​​​​
This site uses Unicode and Open Type fonts for Indic Languages. Powered by Microsoft SharePoint
©2017 Microsoft Corporation. All rights reserved.