Skip Ribbon Commands
Skip to main content

MS Excel 2007

ନୂତନ ଫଳାଫଳ-ଦିଗ୍‌ଦର୍ଶକ ଉପଭୋକ୍ତା ଇଣ୍ଟର୍‌ଫେସ୍ Microsoft Office Excel ରେ ଆପଣଙ୍କୁ ସହଜ କରିଥାଏ । ନିର୍ଦ୍ଦେଶଗୁଡିକ ଏବଂ ବୈଶିଷ୍ଟ୍ୟଗୁଡିକ ଯାହା ବେଳେବେଳେ କଲ୍ପେକ୍ସ ମେନ୍ୟୁ‌ରେ ଲୁକ୍କାୟିତ ହୋଇରହିଥାଏ ଏବଂ ଉପକରଣଦଣ୍ଡିକଗୁଡିକ ବର୍ତ୍ତମାନ ଟାସ୍କ-ସମ୍ଵନ୍ଧିତ ଟ୍ୟାବ୍‌ଗୁଡିକ ଯାହା ନିର୍ଦ୍ଦେଶ ଏବଂ ବୈଶିଷ୍ଟ୍ୟଗୁଡିକର ଲଜିକାଲ୍ ଗୋଷ୍ଠୀଗୁଡିକୁ ଧାରଣ କରିଛି । ଅନେକ ସଂଳାପ ବାକ୍ସଗୁଡିକ ଡ୍ରପ୍-ଡାଉନ୍ ଗ୍ୟାଲେରୀଗୁଡିକ ସହିତ ପ୍ରତ୍ୟାବର୍ତ୍ତିତ ହୋଇଛି ଯାହା ଉପଲବ୍ଧ ବିକଳ୍ପସମୂହଗୁଡିକୁ ପ୍ରଦର୍ଶନ କରିଥାଏ, ଏବଂ ସଠିକ୍ ବିକଳ୍ପଗୁଡିକ ଆପଣ ଚୟନ କରିବାକୁ ଆପଣଙ୍କୁ ସହାୟତା କରିବାକୁ ବର୍ଣ୍ଣନାତ୍ମକ ଉପକରଣଟିପ୍ପଣୀଗୁଡିକ କିମ୍ଵା ସରଳ ସମୀକ୍ଷାଗୁଡିକ ପ୍ରଦାନ ହୋଇଛି ।

ଥିମ୍‌ଗୁଡିକ

Office Excel 2007 ରେ, ଆପଣ ଶୀଘ୍ରଭାବରେ ଆପଣଙ୍କର କାର୍ଯ୍ୟସିଟ୍‌ରେ ଏକ ଥିମ୍ ପ୍ରୟୋଗ କରି ଏବଂ ଏକ ନିର୍ଦ୍ଧିଷ୍ଟ ଶୈଳୀ ବ୍ୟବହାର କରି ଡାଟା ଫର୍ମାଟ୍ କରିପାରିବେ । ଥିମ୍‌ଗୁଡିକ ଅନ୍ୟ 2007 Office ଉମ୍ନୋଚନ ପ୍ରୋଗ୍ରାମ୍‌ଗୁଡିକରେ ଅଂଶୀଦାରିତ ହୋଇପାରିବ, ଯେପରିକି Microsoft Office Word ଏବଂ Microsoft Office PowerPoint, ଯେତେବେଳେ କି ଶୈଳୀଗୁଡିକ Excel-ନିର୍ଦ୍ଧିଷ୍ଟିତ ଆଇଟମ୍‌ଗୁଡିକର ଫର୍ମାଟ୍ ପରିବର୍ତ୍ତନ କରିବାକୁ ଡିଜାଇନ୍ ହୋଇଛି, ଯେପରିକି Excel ଟେବୁକ୍, ଚାର୍ଟ୍, PivotTables, ଆକୃତିଗୁଡିକ ଏବଂ ଡାଇଗ୍ରାମ୍‌ଗୁଡିକ ।

ଧାଡି ଏବଂ ସ୍ତମ୍ଭଗୁଡିକ

Office Excel 2007 ପ୍ରତି ୱାର୍କ୍‌ସିଟ୍‌କୁ 1 ମିଲିୟନ୍ ଧାଡି ଏବଂ 16 ହଜାର ସ୍ତମ୍ଭଗୁଡିକ ପର୍ଯ୍ୟନ୍ତ ସାମର୍ଥ୍ୟ କରୁଛି । ସ୍ଵତନ୍ତ୍ରଭାବରେ, 16,384 ସ୍ତମ୍ଭଗୁଡିକ ଦ୍ଵାରା 1,048,576 ଧାଡି Office Excel 2007 ଗ୍ରିଡ୍ ହେଉଛି, ଯାହା 1,500% ଅଧିକ ଧାଡି ଏବଂ 6,300% ଅଧିକ ସ୍ତମ୍ଭଗୁଡିକ ଠାରୁ ଆପଣଙ୍କ ପାଇଁ ବର୍ତ୍ତମାନ Microsoft Office Excel 2003 ରେ ଉପଲବ୍ଧ ରହିଥିବା ଠାରୁ ଅଧିକ ପ୍ରଦାନ କରିଥାଏ ।

ଫର୍ମାଟିଂ ଏବଂ ଫିଲ୍ଟରିଂ

2007 Office ଉନ୍ମୋଚନରେ, ଆପଣ ଉଭୟ ବ୍ୟାଖ୍ୟାକରଣ ଏବଂ ଉପସ୍ଥାପନା ଉଦ୍ଦେଶ୍ୟ ପାଇଁ ଆପଣଙ୍କର ଡାଟା ଭିଜୁଆଲୀ ବ୍ୟାଖ୍ୟା କରିବାକୁ ସର୍ତ୍ତମୂଳକ ଭାବରେ ଫର୍ମାଟିଂ ବ୍ୟବହାର କରିପାରିବେ । ସହଜ ଭାବରେ ବ୍ୟତିକ୍ରମଣଗୁଡିକୁ ସନ୍ଧାନ କରିବାକୁ ଏବଂ ଆପଣଙ୍କର ଡାଟାରେ ଗୁରୁତ୍ଵପୂର୍ଣ୍ଣ ଡାଟାଗୁଡିକୁ ନିର୍ଦ୍ଧିଷ୍ଟ କରିବାକୁ, ଆପଣ ଏକାଧିକ ସର୍ତ୍ତମୂଳକ ଫର୍ମାଟିଂ ନୀତିଗୁଡିକୁ ପରିଚାଳିତ କରିପାରିବେ ଏବଂ ଏକାଧିକ ସର୍ତ୍ତମୂଳକ ଫର୍ମାଟିଂ ନୀତିଗୁଡିକୁ ପରିଚାଳିତ କରିପାରିବେ ଯାହା ଗ୍ରେଡିଏଣ୍ଟ ରଙ୍ଗସମୂହ, ଡାଟା ଦଣ୍ଟିକାଗୁଡିକ, ଏବଂ ଡାଟାକୁ ଆଇକନ୍ ସେଟ୍‌ଗୁଡିକକୁ ରିଚ୍ ଭିର୍ଚୁଆଲ୍ ଫର୍ମାଟିଂ ପ୍ରୟୋଗ ହେବ ଯାହା ସେହି ନୀତିଗୁଡିକ ସହିତ ମେଳ ଖାଉଥିବ ।
Office Excel 2007 ରେ, ଆପଣ ଶୀଘ୍ରଭାବରେ ଉତ୍ତରଗୁଡିକୁ ସନ୍ଧାନ କରିବାକୁ ଆପଣଙ୍କର କାର୍ଯ୍ୟସିଟ୍ ଡାଟା ଆୟୋଜିତ କରିପାରିବେ ଯାହାକୁ ଆପଣଙ୍କୁ ବିସ୍ତୃତ ଫିଲ୍ଟରିଂ ଏବଂ ସର୍ଟିଂ ବିସ୍ତୃତ କରିବାକୁ ଆବଶ୍ୟକ ହେବ ।

ଚାର୍ଟିଂ

Office Excel 2007 ରେ, ଆପଣ ସହଜ ସୃଷ୍ଟି ବ୍ୟବସାୟିକ-ଲୁକିଂ ଚାର୍ଟିଗୁଡିକୁ ସହଜରେ ସୃଷ୍ଟି କରିବାକୁ ନୂତନ ଚାର୍ଟିଂ ଉପକରଣଗୁଡିକୁ ବ୍ୟବହାର କରିପାରିବେ । ଥିମ୍ ଉପରେ ଆଧାରକରି ଯାହା ଆପଣଙ୍କର କାର୍ଯ୍ୟପୁସ୍ତକ, ନୂତନ, ଅଦ୍ୟତିତ ଲୁକ୍‌କୁ ପ୍ରୟୋଗ ହେବ ପାଇଁ ଚାର୍ଟ୍‌ଗୁଡିକ ସ୍ଵତନ୍ତ୍ର ପ୍ରଭାବଗୁଡିକ ଅନ୍ତର୍ଭୁକ୍ତ କରିବ, ଯେପରି କି 3-D, ଟ୍ରାନ୍ସପରେନ୍ସି, ଏବଂ ସଫ୍ଟ ୱିଣ୍ଡୋଗୁଡିକ ।
ନୂତନ ଉପଭୋକ୍ତା ଇଣ୍ଟର୍‌ଫେସ୍ ଚାର୍ଟ୍ ପ୍ରକାରଗୁଡିକୁ ଉପଲବ୍ଧତା ଏକ୍ସପ୍ଲୋର୍ କରିବାକୁ ସହଜ କରିଥାଏ ଯାହା ଦ୍ଵାରାକି ଆପଣ ଆପଣଙ୍କର ଦାଟା ପାଇଁ ସଠିକ୍ ଚାର୍ଟ୍ ସୃଷ୍ଟି କରିପାରିବେ । ସଂଖ୍ୟାଭିତ୍ତିକ ପୂର୍ବନିର୍ଦ୍ଧାରିତ ଚାର୍ଟ୍ ଶୈଳୀଗୁଡିକ ଏବଂ ଲେଆଉଟ୍‌ଗୁଡିକ ପ୍ରଦାନ ହୋଇଛି ଯାହା ଦ୍ଵାରାକି ଆପଣ ଶୀଘ୍ର ଏକ ଭଲ-ଦେଖାଯାଉଥିବା ଫର୍ମାଟ୍ ପ୍ରୟୋଗ କରିପାରିବେ ଏବଂ ଆପଣ ଆପଣଙ୍କର ଚାର୍ଟ୍‌କୁ ଚାହୁଁଥିବା ବିବରଣୀଗୁଡିକୁ ଅନ୍ତର୍ଭୁକ୍ତ କରିବ ।
2007 Office ଉନ୍ମୋଚନରେ, Excel, Word, ଏବଂ PowerPoint ମଧ୍ୟରେ ଅଂଶୀଦାରିତ ହୋଇଛି । ଚାର୍ଟିଂ ବୈଶିଷ୍ଟ୍ୟଗୁଡିକ ଯାହା Microsoft Graph, Word ଏବଂ PowerPoint ପ୍ରଦାନ ହୋଇଛି ତାହା ବର୍ତ୍ତମାନ Excel ର ଶକ୍ତିଶାଳୀ ଚାର୍ଟିଂ ବୈଶିଷ୍ଟ୍ୟଗୁଡିକୁ ଅନ୍ତର୍ଭୁକ୍ତ କରୁଛି । Excel ୱାର୍କ୍‌ସିଟ୍ ଯାହା ଆପଣଙ୍କର ଚାର୍ଟ୍‌ର ଡାଟା ଧାରଣ କରିଛି ତାହା ଆପଣଙ୍କର Word ଡକ୍ୟୁମେଣ୍ଟ କିମ୍ଵା PowerPoint ଉପସ୍ଥାପନାଗୁଡିକରେ ଗଚ୍ଛିତ, କିମ୍ଵା ଏକ ଭିନ୍ନ ଫାଇଲ୍‌ରେ ଆପଣଙ୍କର ଡକ୍ୟୁମେଣ୍ଟଗୁଡିକର ଆକାର ହ୍ରାସ କରିବାକୁ ହୋଇପାରିବ । Excel ର ପୂର୍ବସଂସ୍କରଣ ବ୍ୟବହାର କରିବା ଠାରୁ PivotTables ଅଧିକ ସହଜତର ଅଟେ । PivotTables ଉପଭୋକ୍ତା ଇଣ୍ଟର୍‌ଫେସ୍ ବ୍ୟବହାର କରି, ସୂଚନା ଯାହା ଆପଣଙ୍କର ଡାଟା ସମ୍ଵନ୍ଧରେ ଦର୍ଶନ କରିବାକୁ ଚାହୁଁଥିବେ ତାହା କେବଳ ଅଳ୍ପ କିଛି କ୍ଲିକ୍‌ରେ ଅଛି ।

ଶୀଘ୍ର ଉନ୍ମୋଚନ

Office Excel 2007 ରେ, କର୍ପୋରେଟ୍ ଡାଟା ଉତ୍ସଗୁଡିକର ସର୍ଭର୍ କିମ୍ଵା ଡାଟାବେସ୍ ନାମଗୁଡିକ ଜାଣିବାକୁ ଆବଶ୍ୟକ ନାହିଁ ତା’ପରିବର୍ତ୍ତେ, ଆପଣ ଏକ ଡାଟା ଉତ୍ସଗୁଡିକର ତାଲିକା ଠାରୁ ଚୟନ କରିବାକୁ ଶୀଘ୍ର ଉନ୍ମୋଚନ ବ୍ୟବହାର କରିପାରିବେ ଯାହା ଆପଣଙ୍କର ବ୍ୟବସ୍ଥାପକ କିମ୍ଵା କାର୍ଯ୍ୟଗୋଷ୍ଠୀ ଏକ୍ସପର୍ଟ୍ ଆପଣଙ୍କ ପାଇଁ ଉପଲବ୍ଧ ହୋଇଥିବ । Excel ରେ ଏକ ସଂଯୋଜନ ପରିଚାଳକ ଏକ କାର୍ଯ୍ୟପୁସ୍ତିକାରେ ସମସ୍ତ ସଂଯୋଜନଗୁଡିକୁ ଦର୍ଶନ କରିବାକୁ ଅନୁମତି କରିଥାଏ ଏବଂ ଏକ ସଂଯୋଜନ ପୁନଃବ୍ୟବହାର କରିବାକୁ କିମ୍ଵା ଅନ୍ୟ ଏକ ସହିତ ସଂଯୋଜନକୁ ପ୍ରତ୍ୟାବର୍ତ୍ତନ କରିବାକୁ ସହଜ କରିଥାଏ ।
ସାଧାରଣ ଦର୍ଶନ ଏବଂ ପୃଷ୍ଠା ବିରତି ପୂର୍ବାବଲୋକନ ଦର୍ଶନ ସହିତ, Office Excel 2007 ଏକ ପୃଷ୍ଠା ଲେଆଉଟ୍ ଦର୍ଶନ ପ୍ରଦାନ କରୁଛି । ଆପଣ ଯେତେବେଳେ ଏକ ମୁଦ୍ରଣ ଫର୍ମାଟ୍‌ରେ ଦୃଶ୍ୟଲବ୍ଧ ହେଉଥିବା ଏକ କାର୍ଯ୍ୟପୁସ୍ତିକା ସୃଷ୍ଟି କରିବାକୁ ଏହା ଦର୍ଶନ ପାଇଁ ବ୍ୟବହାର କରିପାରିବେ । ଏହି ଦୃଶ୍ୟଲବ୍ଧରେ, ଆପଣ କାର୍ଯ୍ୟପୁସ୍ତିକାରେ ପୃଷ୍ଠା ଶୀର୍ଷଲେଖ, ନିମ୍ନଲେଖ, ଏବଂ ମାର୍ଜିନ୍ ସେଟିଂଗୁଡିକ ସହିତ କାର୍ଯ୍ୟ କରିପାରିବେ, ଏବଂ ଅକଜେକ୍ଟଗୁଡିକୁ ସ୍ଥାନିତ କରିପାରିବେ, ଯେପରି କି ଚାର୍ଟ୍‌ଗୁଡିକ କିମ୍ଵା ଆକୃତିଗୁଡିକ, ପ୍ରକୃତରେ ଯେଉଁଠାରେ ଆପଣ ଚାହୁଁଥିବେ । ଆପଣ ମଧ୍ୟ ନୂତନ ଉପଭୋକ୍ତା ଇଣ୍ଟର୍‌ଫେସ୍‌ରେ ପୃଷ୍ଠା ଲେଆଉଟ୍ ଟ୍ୟାବ୍‌ରେ ସମସ୍ତ ପୃଷ୍ଠା ସେଟ୍‌ଅପ୍ ବିକଳ୍ପଗୁଡିକୁ ପ୍ରବେଶ କରିବାକୁ ସହଜ ହେବ ଯାହା ଦ୍ଵାରାକି ଆପଣ ଶୀଘ୍ରଭାବରେ ବିକଳ୍ପଗୁଡିକୁ ନିର୍ଦ୍ଧିଷ୍ଟ କରିପାରିବେ, ଯେପରି କି ପୃଷ୍ଠା ନିର୍ଦ୍ଦେଶ । ଏହା ଦେଖିବାକୁ ସହଜ ଯେ ପ୍ରତ୍ୟେକ ପୃଷ୍ଠାରେ କଣ ମୁଦ୍ରଣ ହେବ, ଯାହା ଏକାଧିକ ମୁଦ୍ରଣ ପ୍ରଚେଷ୍ଟାଗୁଡିକୁ ତ୍ୟାଗ କରିହେବ ଏବଂ ପ୍ରିଣ୍ଟଆଉଟ୍‌ଗୁଡିକରେ ଡାଟା ଟ୍ରଙ୍କେଟ୍ ହୋଇଛି ।

This site uses Unicode and Open Type fonts for Indic Languages. Powered by Microsoft SharePoint
©2017 Microsoft Corporation. All rights reserved.